Home Coronavirus Outbreak ରାଜ୍ୟରେ ୮୮୬ ନୂଆ ଆକ୍ରାନ୍ତ ଚିହ୍ନଟ, ୧୬ ମୃତ

ରାଜ୍ୟରେ ୮୮୬ ନୂଆ ଆକ୍ରାନ୍ତ ଚିହ୍ନଟ, ୧୬ ମୃତ

42

ଭୁବନେଶ୍ୱର ୧୭ -୨ (ଓଡ଼ିଆ ପୁଅ) ରାଜ୍ୟରେ ୮୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି କରୋନା କାରଣରୁ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ତେବେ

ନୂଆ ଆକ୍ରାନ୍ତ: ୮୮୬
୦-୧୮ ବର୍ଷର : ୧୬୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୫୧୬
– ସ୍ଥାନୀୟ ଅଞ୍ଚଳରୁ୩୭୦

୧- ଅନୁଗୁଳ ଜିଲ୍ଲାରୁ – ୧୪
୨- ବାଲେଶ୍ୱର ଜିଲ୍ଲାରୁ – ୩୬
୩- ବରଗଡ଼ ଜିଲ୍ଲାରୁ – ୧୦
୪- ଭଦ୍ରକ ଜିଲ୍ଲାରୁ – ୧୧
୫- ବଲାଙ୍ଗୀର ଜିଲ୍ଲାରୁ – ୧୩
୬- ବୌଦ୍ଦ ଜିଲ୍ଲାରୁ – ୫
୭- କଟକ ଜିଲ୍ଲାରୁ – ୪୦
୮- ଦେବଗଡ଼ ଜିଲ୍ଲାରୁ – ୧୫
୯- ଢେଙ୍କାନାଳ ଜିଲ୍ଲାରୁ – ୧୦
୧୦- ଗଜପତି ଜିଲ୍ଲାରୁ – ୨୩
୧୧- ଗଞ୍ଜାମ ଜିଲ୍ଲାରୁ – ୧୬
୧୨- ଜଗତସିଂହପୁର ଜିଲ୍ଲାରୁ – ୧୪
୧୩- ଯାଜପୁର ଜିଲ୍ଲାରୁ – ୩୨
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୦
୧୫- କଳାହାଣ୍ଡି ଜିଲ୍ଲାରୁ – ୧୨
୧୬- କନ୍ଧମାଳ ଜିଲ୍ଲାରୁ – ୨୫
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୮
୧୮- କେନ୍ଦୁଝର ଜିଲ୍ଲାରୁ – ୧୦
୧୯- ଖୋର୍ଦ୍ଧାରୁ : ୮୬
୨୦- କୋରାପୁଟ ଜିଲ୍ଲାରୁ – ୬୬
୨୧- ମାଲକାନଗିରି : ୩
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୨୩
୨୩- ନବରଙ୍ଗପୁର ଜିଲ୍ଲାରେ: ୧୩
୨୪- ନୟାଗଡ଼ ଜିଲ୍ଲାରୁ – ୨୦
୨୫- ନୂଆପଡ଼ା ଜିଲ୍ଲାରୁ – ୧୯
୨୬- ପୁରୀ ଜିଲ୍ଲାରୁ – ୮
୨୭- ରାୟଗଡ଼ା ଜିଲ୍ଲାରୁ – ୨୨
୨୮- ସମ୍ବଲପୁର ଜିଲ୍ଲାରୁ – ୧୭୯
୨୯- ସୋନପୁର ଜିଲ୍ଲାରୁ – ୨୫
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୭୯
୩୧- State Pool: ୧୯
– ନୂଆ ସୁସ୍ଥ ହୋଇଥିଲେ୧୬୩୯
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୮୬୫୬୭୬୧
– ମୋଟ ଆକ୍ରାନ୍ତ ୧୨୮୦୭୮୪
– ମୋଟ ସୁସ୍ଛ ହୋଲେଣି ୧୨୬୩୧୦୬
– ସକ୍ରୀୟ ଆକ୍ରାନ୍ତ – ୮୬୬୪

ରାଜ୍ୟରେ ଆଜି କରୋନା ନେଲା ୧୬ ଜୀବନ, ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮,୯୬୧ କୁ ବୃଦ୍ଧି ପାଇଛି। ତେବେ

୧. ଭଦ୍ରକ୍ ଜିଲ୍ଲାର ଜଣେ ୮୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୨. ଭଦ୍ରକ୍ ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କ ପୁରୁଷ।

୩. ଭୁବନେଶ୍ୱରର ଜଣେ ୮୬ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୪. ଭୁବନେଶ୍ୱରର ୯୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଓରାଲ୍ କ୍ୟାଭିଟି କର୍କଟରେ ମଧ୍ୟ ପୀଡିତ ଥିଲେ।

୫. ଭୁବନେଶ୍ୱରର ୪୦ ବର୍ଷ ବୟସ୍କା ମହିଳା ଯିଏ ହାଇପୋଥାଇରଏଡିମ୍ ରେ ପୀଡିତ ଥିଲେ।

୬. ବଲାଙ୍ଗୀର ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କ ପୁରୁଷ।

୭. କଟକ ଜିଲ୍ଲାର ୮୦ ବର୍ଷ ବୟସ୍କ ପୁରୁଷ।

୮. କଟକ ଜିଲ୍ଲାର ଜଣେ ୪୮ ବର୍ଷ ବୟସ୍କା ମହିଳା ଯିଏ କି ମଧୁମେହ ରୋଗ, କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୯. ଢେଙ୍କାନାଳ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ।

୧୦. ଢେଙ୍କାନାଳ ଜିଲ୍ଲାର ୧୨ ବର୍ଷର ବାଳକ।

୧୧. ଖୋର୍ଦ୍ଧା ଜିଲ୍ଲାର ଜଣେ ୮୯ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୨. ଖୋର୍ଦ୍ଧା ଜିଲ୍ଲାର ଜଣେ ୬୭ ବର୍ଷ ବୟସ୍କା ମହିଳା ଯିଏ ହାଇପୋଥାଇରଏଡିମ୍, କ୍ରନିକ୍ କିଡନୀ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୩. ଖୋର୍ଦ୍ଧା ଜିଲ୍ଲାର ଜଣେ ୮୧ ବର୍ଷ ବୟସ୍କ ପୁରୁଷ।

୧୪. ଖୋର୍ଦ୍ଧା ଜିଲ୍ଲାର ଜଣେ ୮୧ ବର୍ଷ ବୟସ୍କ ପୁରୁଷ।

୧୫. କେନ୍ଦୁଝର ଜିଲ୍ଲାର ଜଣେ ୧୮ ବର୍ଷ ବୟସ୍କ ପୁରୁଷ।

୧୬. କେନ୍ଦୁଝର ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.