Home Coronavirus Outbreak ରାଜ୍ୟରେ ୧୨୩ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୧୨୩ ନୂଆ ଆକ୍ରାନ୍ତ ଚିହ୍ନଟ

97

ଭୁବନେଶ୍ୱର ୨୭-୧୨(ଓଡ଼ିଆ ପୁଅ) ରାଜ୍ୟରେ ୧୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନୂଆ ଆକ୍ରାନ୍ତ: ୧୨୩
୦-୧୮ ବର୍ଷର : ୧୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୭୨
– ସ୍ଥାନୀୟ ଅଞ୍ଚଳରୁ୫୧
୧- ବାଲେଶ୍ୱର ଜିଲ୍ଲାରୁ – ୩
୨- ଭଦ୍ରକ ଜିଲ୍ଲାରୁ – ୧
୩- କଟକ ଜିଲ୍ଲାରୁ – ୧୦
୪- ଦେବଗଡ଼ ଜିଲ୍ଲାରୁ – ୨
୫- ଗଜପତି ଜିଲ୍ଲାରୁ – ୪
୬- ଗଞ୍ଜାମ ଜିଲ୍ଲାରୁ – ୧
୭- ଜଗତସିଂହପୁର ଜିଲ୍ଲାରୁ – ୨
୮- ଯାଜପୁର ଜିଲ୍ଲାରୁ – ୫
୯- ଖୋର୍ଦ୍ଧାରୁ : ୫୩
୧୦- ମୟୁରଭଞ୍ଜ ଜିଲ୍ଲାରୁ – ୮
୧୧- ନୟାଗଡ଼ ଜିଲ୍ଲାରୁ – ୧
୧୨- ପୁରୀ ଜିଲ୍ଲାରୁ – ୨
୧୩- ସମ୍ବଲପୁର ଜିଲ୍ଲାରୁ – ୧୯
୧୪- State Pool: ୧୨
– ନୂଆ ସୁସ୍ଥ ହୋଇଥିଲେ୧୪୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୫୨୮୩୮୧୪
– ମୋଟ ଆକ୍ରାନ୍ତ ୧୦୫୪୦୦୪
– ମୋଟ ସୁସ୍ଛ ହୋଲେଣି ୧୦୪୩୯୨୬
– ସକ୍ରୀୟ ଆକ୍ରାନ୍ତ – ୧୫୭୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.