Home Coronavirus Outbreak ରାଜ୍ୟରେ ୧୦୪୧୩ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୭୯୬ – ୧୧ ମୃତ

ରାଜ୍ୟରେ ୧୦୪୧୩ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୭୯୬ – ୧୧ ମୃତ

131

ଭୁବନେଶ୍ୱର ୧-୫ (ଓଡ଼ିଆ ପୁଅ) ରାଜ୍ୟରେ ୧୦୪୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୭୯୬ ଚିହ୍ନଟ ହୋଇଛିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ତେବେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୫୮୮୭ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୫୨୬ ଜଣ ଚିହ୍ନଟ ହୋଇଛନ୍ତି।

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:

୧- ଅନୁଗୁଳ ଜିଲ୍ଲାରୁ – ୩୯୨
୨- ବାଲେଶ୍ୱର ଜିଲ୍ଲାରୁ – ୧୨୪
୩- ବରଗଡ଼ ଜିଲ୍ଲାରୁ – ୫୧୧
୪- ଭଦ୍ରକ ଜିଲ୍ଲାରୁ – ୨୦୧
୫- ବଲାଙ୍ଗୀର ଜିଲ୍ଲାରୁ – ୧୬୦
୬- ବୌଦ୍ଦ ଜିଲ୍ଲାରୁ – ୮୭
୭- କଟକ ଜିଲ୍ଲାରୁ – ୮୨୮
୮- ଦେବଗଡ଼ ଜିଲ୍ଲାରୁ – ୧୦୩
୯- ଢେଙ୍କାନାଳ ଜିଲ୍ଲାରୁ – ୪୨
୧୦- ଗଜପତି ଜିଲ୍ଲାରୁ – ୧୫୬
୧୧- ଗଞ୍ଜାମ ଜିଲ୍ଲାରୁ – ୨୩୨
୧୨- ଜଗତସିଂହପୁର ଜିଲ୍ଲାରୁ – ୨୪୧
୧୩- ଯାଜପୁର ଜିଲ୍ଲାରୁ – ୩୩୨
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୪୪୨
୧୫- କଳାହାଣ୍ଡି ଜିଲ୍ଲାରୁ – ୩୭୬
୧୬- କନ୍ଧମାଳ ଜିଲ୍ଲାରୁ – ୫୫
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭୭
୧୮- କେନ୍ଦୁଝର ଜିଲ୍ଲାରୁ – ୧୨୬
୧୯- ଖୋର୍ଦ୍ଧାରୁ ସର୍ବାଧିକ ୧୭୯୬
୨୦- କୋରାପୁଟ ଜିଲ୍ଲାରୁ – ୬୮
୨୧- ମାଲକାନଗିରି : ୫୪
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୨୪୭
୨୩- ନବରଙ୍ଗପୁର ଜିଲ୍ଲାରେ: ୩୭୮
୨୪- ନୟାଗଡ଼ ଜିଲ୍ଲାରୁ – ୨୧୮
୨୫- ନୂଆପଡ଼ା ଜିଲ୍ଲାରୁ – ୪୧୮
୨୬- ପୁରୀ ଜିଲ୍ଲାରୁ – ୫୩୩
୨୭- ରାୟଗଡ଼ା ଜିଲ୍ଲାରୁ – ୨୦୦
୨୮- ସମ୍ବଲପୁର ଜିଲ୍ଲାରୁ – ୪୨୬
୨୯- ସୋନପୁର ଜିଲ୍ଲାରୁ – ୧୩୦
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୧୦୦
୩୧- State Pool: ୩୬୦

– ନୂଆ ସୁସ୍ଥ ହୋଇଥିଲେ୫୦୧୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୦୧୩୪୧୧୮
– ମୋଟ ଆକ୍ରାନ୍ତ ୪୫୪୬୦୭
– ମୋଟ ସୁସ୍ଥ ହେଲେଣି ୩୮୫୪୧୪
– ସକ୍ରୀୟ ଆକ୍ରାନ୍ତ – ୬୭୦୮୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.