Home ଓଡ଼ିଶା ରାଜ୍ୟରେ କୋଭିଡ-୧୯ ନିୟମ ଓ ମାର୍ଗଦର୍ଶୀକା ଉଲ୍ଲଂଘନ ଅଭିଯୋଗରେ ୨୦ଟି ମାମଲା ରୁଜୁ, ବିଭିନ୍ନ ଅଭିଯୋଗରେ... ଓଡ଼ିଶାଜିଲ୍ଲା ପରିକ୍ରମା ରାଜ୍ୟରେ କୋଭିଡ-୧୯ ନିୟମ ଓ ମାର୍ଗଦର୍ଶୀକା ଉଲ୍ଲଂଘନ ଅଭିଯୋଗରେ ୨୦ଟି ମାମଲା ରୁଜୁ, ବିଭିନ୍ନ ଅଭିଯୋଗରେ ୨୫ ଗିରଫ By Bureau - July 18, 2020 95 0 0 0 0ଭୁବନେଶ୍ୱର ୧୮-୭ (ଓଡ଼ିଆ ପୁଅ) ରାଜ୍ୟରେ କୋଭିଡ-୧୯ ନିୟମ ଓ ମାର୍ଗଦର୍ଶୀକା ଉଲ୍ଲଂଘନ ଅଭିଯୋଗରେ ଜୁଲାଇ ୧୬ ତାରିଖ ଠାରୁ ଜୁଲାଇ ୧୭ ତାରିଖ ସକାଳ ପର୍ଯ୍ୟନ୍ତ, ୨୦ଟି ମାମଲା ରୁଜୁ ହୋଇଛି। ବିଭିନ୍ନ ଅଭିଯୋଗରେ ୨୫ ଜଣଙ୍କୁ ଗିରଫ କରାଯାଇଛି ବୋଲି ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Tweet 0 0 0 0