Home Coronavirus Outbreak ରାଜ୍ୟରେ କରୋନା କାରଣରୁ ୨ ଜଣଙ୍କର ମୃତ୍ୟୁ

ରାଜ୍ୟରେ କରୋନା କାରଣରୁ ୨ ଜଣଙ୍କର ମୃତ୍ୟୁ

37

ଭୁବନେଶ୍ୱର ୨୮ -୧୨ (ଓଡ଼ିଆ ପୁଅ) ରାଜ୍ୟରେ କରୋନା କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮,୪୫୫ କୁ ବୃଦ୍ଧି ପାଇଛି।

୧. ଭୁବନେଶ୍ୱରର ୪୦ ବର୍ଷ ବୟସ୍କା ମହିଳା ଯାହାଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା।

୨. ଗଞ୍ଜାମ ଜିଲ୍ଲାର ୭୨ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.