Home Coronavirus Outbreak ରାଜ୍ୟରେ ଆଜି ୮୫୯ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି ୮୫୯ ନୂଆ ଆକ୍ରାନ୍ତ ଚିହ୍ନଟ

52

ଭୁବନେଶ୍ୱର ୧୪-୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୮୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ନୂଆ ଆକ୍ରାନ୍ତ: ୮୫୯
୦-୧୮ ବର୍ଷର : ୧୭୨
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୫୦୩
– ସ୍ଥାନୀୟ ଅଞ୍ଚଳରୁ୩୫୬
୧- ଅନୁଗୁଳ ଜିଲ୍ଲାରୁ – ୪୫
୨- ବାଲେଶ୍ୱର ଜିଲ୍ଲାରୁ – ୨୧
୩- ବରଗଡ଼ ଜିଲ୍ଲାରୁ – ୨୧
୪- ଭଦ୍ରକ ଜିଲ୍ଲାରୁ – ୧୨
୫- ବଲାଙ୍ଗୀର ଜିଲ୍ଲାରୁ – ୯
୬- ବୌଦ୍ଦ ଜିଲ୍ଲାରୁ – ୨୦
୭- କଟକ ଜିଲ୍ଲାରୁ – ୬୫
୮- ଦେବଗଡ଼ ଜିଲ୍ଲାରୁ – ୯
୯- ଢେଙ୍କାନାଳ ଜିଲ୍ଲାରୁ – ୯
୧୦- ଗଜପତି ଜିଲ୍ଲାରୁ – ୩୯
୧୧- ଗଞ୍ଜାମ ଜିଲ୍ଲାରୁ – ୧୮
୧୨- ଜଗତସିଂହପୁର ଜିଲ୍ଲାରୁ – ୧୫
୧୩- ଯାଜପୁର ଜିଲ୍ଲାରୁ – ୪୫
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୪
୧୫- କଳାହାଣ୍ଡି ଜିଲ୍ଲାରୁ – ୧୦
୧୬- କନ୍ଧମାଳ ଜିଲ୍ଲାରୁ – ୮
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨୫
୧୮- କେନ୍ଦୁଝର ଜିଲ୍ଲାରୁ – ୧୬
୧୯- ଖୋର୍ଦ୍ଧାରୁ : ୧୦୫
୨୦- କୋରାପୁଟ ଜିଲ୍ଲାରୁ – ୭୧
୨୧- ମାଲକାନଗିରି : ୧୨
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୩୪
୨୩- ନବରଙ୍ଗପୁର ଜିଲ୍ଲାରେ: ୧୧
୨୪- ନୟାଗଡ଼ ଜିଲ୍ଲାରୁ – ୧୯
୨୫- ନୂଆପଡ଼ା ଜିଲ୍ଲାରୁ – ୧୩
୨୬- ପୁରୀ ଜିଲ୍ଲାରୁ – ୧୬
୨୭- ରାୟଗଡ଼ା ଜିଲ୍ଲାରୁ – ୨୯
୨୮- ସମ୍ବଲପୁର ଜିଲ୍ଲାରୁ – ୩୫
୨୯- ସୋନପୁର ଜିଲ୍ଲାରୁ – ୧୮
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୬୨
୩୧- State Pool: ୨୩
– ନୂଆ ସୁସ୍ଥ ହୋଇଥିଲେ୧୮୪୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୮୪୭୮୦୬୬
– ମୋଟ ଆକ୍ରାନ୍ତ ୧୨୭୮୧୨୧
– ମୋଟ ସୁସ୍ଛ ହୋଲେଣି ୧୨୫୭୮୪୦
– ସକ୍ରୀୟ ଆକ୍ରାନ୍ତ – ୧୧୩୨୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.