Home Coronavirus Outbreak ରାଜ୍ୟରେ ଆଜି ୪୪୩ ନୂଆ ଆକ୍ରାନ୍ତ ଚିହ୍ନଟ -ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ରାଜ୍ୟରେ ଆଜି ୪୪୩ ନୂଆ ଆକ୍ରାନ୍ତ ଚିହ୍ନଟ -ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

114

ଭୁବନେଶ୍ୱର ୧୭ -୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୪୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି -ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?
ନୂଆ ଆକ୍ରାନ୍ତ: ୪୪୩
୦-୧୮ ବର୍ଷର : ୭୫
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୫୮
– ସ୍ଥାନୀୟ ଅଞ୍ଚଳରୁ୧୮୫
୧- ଅନୁଗୁଳ ଜିଲ୍ଲାରୁ – ୧
୨- ବାଲେଶ୍ୱର ଜିଲ୍ଲାରୁ – ୧୪
୩- ବରଗଡ଼ ଜିଲ୍ଲାରୁ – ୨
୪- ଭଦ୍ରକ ଜିଲ୍ଲାରୁ – ୫
୫- ବଲାଙ୍ଗୀର ଜିଲ୍ଲାରୁ – ୩
୬- କଟକ ଜିଲ୍ଲାରୁ – ୨୭
୭- ଗଞ୍ଜାମ ଜିଲ୍ଲାରୁ – ୧
୮- ଜଗତସିଂହପୁର ଜିଲ୍ଲାରୁ – ୭
୯- ଯାଜପୁର ଜିଲ୍ଲାରୁ – ୧୧
୧୦- କଳାହାଣ୍ଡି ଜିଲ୍ଲାରୁ – ୧
୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦
୧୨- ଖୋର୍ଦ୍ଧାରୁ : ୨୪୩
୧୩- କୋରାପୁଟ ଜିଲ୍ଲାରୁ – ୪
୧୪- ମୟୁରଭଞ୍ଜ ଜିଲ୍ଲାରୁ – ୨୦
୧୫- ନୟାଗଡ଼ ଜିଲ୍ଲାରୁ – ୪
୧୬- ପୁରୀ ଜିଲ୍ଲାରୁ – ୧୩
୧୭- ରାୟଗଡ଼ା ଜିଲ୍ଲାରୁ – ୨
୧୮- ସମ୍ବଲପୁର ଜିଲ୍ଲାରୁ – ୬
୧୯- ସୁନ୍ଦରଗଡ଼ ଜିଲ୍ଲାରୁ – ୧୧
୨୦- State Pool: ୫୮
– ନୂଆ ସୁସ୍ଥ ହୋଇଥିଲେ୫୬୨
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୧୦୬୧୧୫୭
– ମୋଟ ଆକ୍ରାନ୍ତ ୧୦୩୫୦୭୭
– ମୋଟ ସୁସ୍ଛ ହୋଲେଣି ୧୦୨୧୭୪୨
– ସକ୍ରୀୟ ଆକ୍ରାନ୍ତ – ୪୯୯୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.