Home Coronavirus Outbreak ରାଜ୍ୟରେ ଆଜି ୨୦୬ ନୂଆ ଆକ୍ରାନ୍ତ, ୨ ମୃତ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ...

ରାଜ୍ୟରେ ଆଜି ୨୦୬ ନୂଆ ଆକ୍ରାନ୍ତ, ୨ ମୃତ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

37

ଭୁବନେଶ୍ୱର ୧୬ -୧୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଜଣଙ୍କର ମୃତ୍ୟୁ ହୋଇଛି ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୮୩୮୧ କୁ ବୃଦ୍ଧି ପାଇଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ନୂଆ ଆକ୍ରାନ୍ତ: ୨୦୬
୦-୧୮ ବର୍ଷର : ୩୨
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୨୧
– ସ୍ଥାନୀୟ ଅଞ୍ଚଳରୁ୮୫
୧- ଅନୁଗୁଳ ଜିଲ୍ଲାରୁ – ୨
୨- ବାଲେଶ୍ୱର ଜିଲ୍ଲାରୁ – ୩
୩- ଭଦ୍ରକ ଜିଲ୍ଲାରୁ – ୩
୪- ବୌଦ୍ଦ ଜିଲ୍ଲାରୁ – ୨
୫- କଟକ ଜିଲ୍ଲାରୁ – ୧୫
୬- ଢେଙ୍କାନାଳ ଜିଲ୍ଲାରୁ – ୧
୭- ଗଞ୍ଜାମ ଜିଲ୍ଲାରୁ – ୩
୮- ଜଗତସିଂହପୁର ଜିଲ୍ଲାରୁ – ୪
୯- ଯାଜପୁର ଜିଲ୍ଲାରୁ – ୧୨
୧୦- ଝାରସୁଗୁଡ଼ା ଜିଲ୍ଲାରୁ – ୩
୧୧- କନ୍ଧମାଳ ଜିଲ୍ଲାରୁ – ୧
୧୨- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨
୧୩- ଖୋର୍ଦ୍ଧାରୁ : ୧୨୦
୧୪- ସମ୍ବଲପୁର ଜିଲ୍ଲାରୁ – ୩
୧୫- ସୁନ୍ଦରଗଡ଼ ଜିଲ୍ଲାରୁ – ୫
୧୬- State Pool: ୨୭
– ନୂଆ ସୁସ୍ଥ ହୋଇଥିଲେ୨୫୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୨୯୪୫୯୮୬
– ମୋଟ ଆକ୍ରାନ୍ତ ୧୦୪୫୮୬୨
– ମୋଟ ସୁସ୍ଛ ହୋଲେଣି ୧୦୩୪୭୫୯
– ସକ୍ରୀୟ ଆକ୍ରାନ୍ତ – ୨୬୬୯

ରାଜ୍ୟରେ ଆଜି କରୋନା କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୮୩୮୧ କୁ ବୃଦ୍ଧି ପାଇଛି। ତେବେ

୧. ଭୁବନେଶ୍ୱରର ୯୩ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲ୍ମୋନାରି ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨. କଟକ ଜିଲ୍ଲାର ୫୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ବ୍ରୋଙ୍କିଆଲ୍ ଆଜମା ରୋଗରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.