Home Top News ରାଜ୍ୟରେ ଆଜି ୧୭ ନୂଆ ଆକ୍ରାନ୍ତ

ରାଜ୍ୟରେ ଆଜି ୧୭ ନୂଆ ଆକ୍ରାନ୍ତ

88

ଭୁବନେଶ୍ୱର ୧୫ -୪ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୧୭
୦-୧୮ ବର୍ଷର : ୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୦
– ସ୍ଥାନୀୟ ଅଞ୍ଚଳରୁ୭
୧- ବାଲେଶ୍ୱର ଜିଲ୍ଲାରୁ – ୬
୨- କଳାହାଣ୍ଡି ଜିଲ୍ଲାରୁ – ୧
୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧
୪- ଖୋର୍ଦ୍ଧାରୁ : ୫
୫- ରାୟଗଡ଼ା ଜିଲ୍ଲାରୁ – ୧
୬- ସମ୍ବଲପୁର ଜିଲ୍ଲାରୁ – ୨
୭- State Pool: ୧
– ନୂଆ ସୁସ୍ଥ ହୋଇଥିଲେ୧୭
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୩୧୦୦୯୪୪୦
– ମୋଟ ଆକ୍ରାନ୍ତ ୧୨୮୭୯୦୨
– ମୋଟ ସୁସ୍ଛ ହୋଲେଣି ୧୨୭୮୬୦୫
– ସକ୍ରୀୟ ଆକ୍ରାନ୍ତ – ୧୨୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.