Home Top News ରାଜ୍ୟରେ ଆଜି ୧୭୩ ନୂଆ ଆକ୍ରାନ୍ତ ଚିହ୍ନଟ : ଜଣେ ମୃତ

ରାଜ୍ୟରେ ଆଜି ୧୭୩ ନୂଆ ଆକ୍ରାନ୍ତ ଚିହ୍ନଟ : ଜଣେ ମୃତ

97

ଭୁବନେଶ୍ୱର ୧୬-୧୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।
ନୂଆ ଆକ୍ରାନ୍ତ: ୧୭୩
୦-୧୮ ବର୍ଷର : ୨୬
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୯୮
– ସ୍ଥାନୀୟ ଅଞ୍ଚଳରୁ୭୫
୧- ଅନୁଗୁଳ ଜିଲ୍ଲାରୁ – ୧
୨- ବାଲେଶ୍ୱର ଜିଲ୍ଲାରୁ – ୩
୩- ଭଦ୍ରକ ଜିଲ୍ଲାରୁ – ୨
୪- ବୌଦ୍ଦ ଜିଲ୍ଲାରୁ – ୧
୫- କଟକ ଜିଲ୍ଲାରୁ – ୧୨
୬- ଦେବଗଡ଼ ଜିଲ୍ଲାରୁ – ୬
୭- ଢେଙ୍କାନାଳ ଜିଲ୍ଲାରୁ – ୪
୮- ଗଜପତି ଜିଲ୍ଲାରୁ – ୩
୯- ଗଞ୍ଜାମ ଜିଲ୍ଲାରୁ – ୧
୧୦- ଜଗତସିଂହପୁର ଜିଲ୍ଲାରୁ – ୧
୧୧- ଯାଜପୁର ଜିଲ୍ଲାରୁ – ୯
୧୨- କଳାହାଣ୍ଡି ଜିଲ୍ଲାରୁ – ୩
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧
୧୪- ଖୋର୍ଦ୍ଧାରୁ : ୮୪
୧୫- ମୟୁରଭଞ୍ଜ ଜିଲ୍ଲାରୁ – ୧
୧୬- ପୁରୀ ଜିଲ୍ଲାରୁ – ୧
୧୭- ରାୟଗଡ଼ା ଜିଲ୍ଲାରୁ – ୪
୧୮- ସମ୍ବଲପୁର ଜିଲ୍ଲାରୁ – ୧
୧୯- ସୁନ୍ଦରଗଡ଼ ଜିଲ୍ଲାରୁ – ୧୫
୨୦- State Pool: ୨୦
– ନୂଆ ସୁସ୍ଥ ହୋଇଥିଲେ୧୦୮
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୪୬୪୮୩୯୮
– ମୋଟ ଆକ୍ରାନ୍ତ ୧୦୫୨୩୧୮
– ମୋଟ ସୁସ୍ଛ ହୋଲେଣି ୧୦୪୧୮୩୬
– ସକ୍ରୀୟ ଆକ୍ରାନ୍ତ – ୧୯୮୯

ରାଜ୍ୟରେ ଆଜି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ରାଜ୍ୟରେ ମୋଟ କରୋନା କାରଣରୁ ମୃତକଙ୍କ ସଂଖ୍ୟା ୮,୪୪୦ କୁ ବୃଦ୍ଧି ପାଇଛି। ତେବେ ଆଜି

ଭୁବନେଶ୍ୱରର ୯୦ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.