Home Coronavirus Outbreak ରାଜ୍ୟରେ ଆଜି ୧୫୬ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି ୧୫୬ ନୂଆ ଆକ୍ରାନ୍ତ ଚିହ୍ନଟ

150

ଭୁବନେଶ୍ୱର ୨୮ -୧୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନୂଆ ଆକ୍ରାନ୍ତ: ୧୫୬
୦-୧୮ ବର୍ଷର : ୨୦
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୯୩
– ସ୍ଥାନୀୟ ଅଞ୍ଚଳରୁ୬୩
୧- ବାଲେଶ୍ୱର ଜିଲ୍ଲାରୁ – ୬
୨- ଭଦ୍ରକ ଜିଲ୍ଲାରୁ – ୩
୩- କଟକ ଜିଲ୍ଲାରୁ – ୬
୪- ଢେଙ୍କାନାଳ ଜିଲ୍ଲାରୁ – ୨
୫- ଗଞ୍ଜାମ ଜିଲ୍ଲାରୁ – ୩
୬- ଜଗତସିଂହପୁର ଜିଲ୍ଲାରୁ – ୨
୭- ଯାଜପୁର ଜିଲ୍ଲାରୁ – ୫
୮- ଝାରସୁଗୁଡ଼ା ଜିଲ୍ଲାରୁ – ୫
୯- କେନ୍ଦୁଝର ଜିଲ୍ଲାରୁ – ୪
୧୦- ଖୋର୍ଦ୍ଧାରୁ : ୮୩
୧୧- କୋରାପୁଟ ଜିଲ୍ଲାରୁ – ୧
୧୨- ମୟୁରଭଞ୍ଜ ଜିଲ୍ଲାରୁ – ୨
୧୩- ନୟାଗଡ଼ ଜିଲ୍ଲାରୁ – ୧
୧୪- ପୁରୀ ଜିଲ୍ଲାରୁ – ୫
୧୫- ସମ୍ବଲପୁର ଜିଲ୍ଲାରୁ – ୩
୧୬- ସୁନ୍ଦରଗଡ଼ ଜିଲ୍ଲାରୁ – ୫
୧୭- State Pool: ୨୦
– ନୂଆ ସୁସ୍ଥ ହୋଇଥିଲେ୧୬୭
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୫୩୩୫୬୫୬
– ମୋଟ ଆକ୍ରାନ୍ତ ୧୦୫୪୧୬୦
– ମୋଟ ସୁସ୍ଛ ହୋଲେଣି ୧୦୪୪୦୯୩
– ସକ୍ରୀୟ ଆକ୍ରାନ୍ତ – ୧୫୫୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.