Home Coronavirus Outbreak ରାଜ୍ୟରେ ଆଜି ୧୦,୮୫୬ ନୂଆ ଆକ୍ରାନ୍ତ

ରାଜ୍ୟରେ ଆଜି ୧୦,୮୫୬ ନୂଆ ଆକ୍ରାନ୍ତ

83

ଭୁବନେଶ୍ୱର ୧୫ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୦,୮୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତ: ୧୦୮୫୬
୦-୧୮ ବର୍ଷର: ୧୦୨୧
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୬୨୯୩
– ସ୍ଥାନୀୟ ଅଞ୍ଚଳରୁ୪୫୬୩
୧- ଅନୁଗୁଳ ଜିଲ୍ଲାରୁ – ୧୦୪
୨- ବାଲେଶ୍ୱର ଜିଲ୍ଲାରୁ – ୩୨୬
୩- ବରଗଡ଼ ଜିଲ୍ଲାରୁ – ୧୪୫
୪- ଭଦ୍ରକ ଜିଲ୍ଲାରୁ – ୧୦୧
୫- ବଲାଙ୍ଗୀର ଜିଲ୍ଲାରୁ – ୨୫୯
୬- ବୌଦ୍ଦ ଜିଲ୍ଲାରୁ – ୩୮
୭- କଟକ ଜିଲ୍ଲାରୁ – ୯୦୯
୮- ଦେବଗଡ଼ ଜିଲ୍ଲାରୁ – ୨୪
୯- ଢେଙ୍କାନାଳ ଜିଲ୍ଲାରୁ – ୬୯
୧୦- ଗଜପତି ଜିଲ୍ଲାରୁ – ୧୩୫
୧୧- ଗଞ୍ଜାମ ଜିଲ୍ଲାରୁ – ୧୩୯
୧୨- ଜଗତସିଂହପୁର ଜିଲ୍ଲାରୁ – ୨୨୨
୧୩- ଯାଜପୁର ଜିଲ୍ଲାରୁ – ୨୧୦
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୧୧
୧୫- କଳାହାଣ୍ଡି ଜିଲ୍ଲାରୁ – ୧୪୪
୧୬- କନ୍ଧମାଳ ଜିଲ୍ଲାରୁ – ୪୨
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭୫
୧୮- କେନ୍ଦୁଝର ଜିଲ୍ଲାରୁ – ୮୪
୧୯- ଖୋର୍ଦ୍ଧାରୁ : ୩୦୮୭
୨୦- କୋରାପୁଟ ଜିଲ୍ଲାରୁ – ୧୬୫
୨୧- ମାଲକାନଗିରି : ୫୪
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୩୭୬
୨୩- ନବରଙ୍ଗପୁର ଜିଲ୍ଲାରେ: ୧୦୬
୨୪- ନୟାଗଡ଼ ଜିଲ୍ଲାରୁ – ୧୪୫
୨୫- ନୂଆପଡ଼ା ଜିଲ୍ଲାରୁ – ୭୫
୨୬- ପୁରୀ ଜିଲ୍ଲାରୁ – ୧୯୮
୨୭- ରାୟଗଡ଼ା ଜିଲ୍ଲାରୁ – ୧୫୬
୨୮- ସମ୍ବଲପୁର ଜିଲ୍ଲାରୁ – ୫୦୦
୨୯- ସୋନପୁର ଜିଲ୍ଲାରୁ – ୧୦୨
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୯୪୩
୩୧- State Pool: ୭୧୨
– ନୂଆ ସୁସ୍ଥ ହୋଇଥିଲେ୨୨୧୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୬୫୫୪୩୩୪
– ମୋଟ ଆକ୍ରାନ୍ତ ୧୧୨୨୭୩୫
– ମୋଟ ସୁସ୍ଛ ହୋଲେଣି ୧୦୫୨୩୯୫
– ସକ୍ରୀୟ ଆକ୍ରାନ୍ତ – ୬୧୮୦୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.