Home Coronavirus Outbreak ରାଜ୍ୟରେ ଆଜି ସୁସ୍ଥ ହେଲେ ୧୫୫୮ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି ସୁସ୍ଥ ହେଲେ ୧୫୫୮ କରୋନା ଆକ୍ରାନ୍ତ

76

ଭୁବନେଶ୍ୱର ୬ ଅଗଷ୍ଟ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ସୁସ୍ଥ ହେଲେ ୧୫୫୮ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ମୋଟ ଆରୋଗ୍ୟଙ୍କ ସଂଖ୍ୟା ବର୍ତ୍ତମାନ ୯,୬୬,୯୨୮ ରେ ପହଞ୍ଚିଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
୪୩୨ ଜଣ ଖୋର୍ଦ୍ଧା ଜିଲ୍ଲାରୁ,
୨୧୮ ଜଣ କଟକ ଜିଲ୍ଲାରୁ,
୧୨୧ ଜଣ ପୁରୀ ଜିଲ୍ଲାରୁ,
୮୭ ଜଣ ବାଲେଶ୍ୱର ଜିଲ୍ଲାରୁ,
୮୫ ଜଣ ଯାଜପୁର ଜିଲ୍ଲାରୁ,
୮୪ ଜଣ ଜଗତସିଂହପୁର ଜିଲ୍ଲାରୁ,
୬୨ ଜଣ ଭଦ୍ରକ ଜିଲ୍ଲାରୁ,
୪୭ ଜଣ ଅନୁଗୁଳ ଜିଲ୍ଲାରୁ,
୪୬ ଜଣ ମୟୂରଭଞ୍ଜ ଜିଲ୍ଲାରୁ,
୪୩ ଜଣ ସୁନ୍ଦରଗଡ ଜିଲ୍ଲାରୁ,
୪୦ ଜଣ ନୟାଗଡ଼ ଜିଲ୍ଲାରୁ,
୩୫ ଜଣ କେନ୍ଦ୍ରାପଡା ଜିଲ୍ଲାରୁ,
୨୬ ଜଣ ଧନକାନାଲ୍ଜିଲ୍ଲାରୁ,
୨୧ ଜଣ ନବରଙ୍ଗପୁର ଜିଲ୍ଲାରୁ,
୧୮ ଜଣ କେନ୍ଦୁଝର
୧୬ ଜଣ ରାୟଗଡ଼ା ଜିଲ୍ଲାରୁ,
୧୫ ଜଣ ସୋନପୁର ଜିଲ୍ଲାରୁ,
୧୩ ଜଣ ସମ୍ବଲପୁର ଜିଲ୍ଲାରୁ,
୧୨ ଜଣ କଳାହାଣ୍ଡି ଜିଲ୍ଲାରୁ,
୧୧ ଜଣ ବୌଦ୍ଧ ଜିଲ୍ଲାରୁ,
୯ ଜଣ ଦେବଗଡ଼ ଜିଲ୍ଲାରୁ,
୮ ଜଣ କାନ୍ଦମାଲ୍ଜିଲ୍ଲାରୁ,
୬ ଜଣ ବରଗଡ ଜିଲ୍ଲାରୁ,
୬ ଜଣ ଗଜପତି ଜିଲ୍ଲାରୁ,
୬ ଜଣ ଝାରସୁଗୁଡା ଜିଲ୍ଲାରୁ,
୫ ଜଣ ବଲାଙ୍ଗୀର ଜିଲ୍ଲାରୁ,
୫ ଜଣ କୋରାପୁଟ ଜିଲ୍ଲାରୁ,
୪ ଜଣ ଗଞ୍ଜାମ ଜିଲ୍ଲାରୁ,
୪ ଜଣ ମାଲକାନଗିରି ଜିଲ୍ଲାରୁ,
୨ ଜଣ ନୁଆପଡା ଜିଲ୍ଲାରୁ,
୭୧ ଜଣ ରାଜ୍ୟ ପୁଲ୍‌ ରୁ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.