Home Top News ରାଜ୍ୟରେ ଆଜି ପୁଣି ୮.୮୪୫ କରୋନା ଆକ୍ରାନ୍ତ ଚିହ୍ନଟ, କରୋନା ନେଲା ୭ ଜୀବନ

ରାଜ୍ୟରେ ଆଜି ପୁଣି ୮.୮୪୫ କରୋନା ଆକ୍ରାନ୍ତ ଚିହ୍ନଟ, କରୋନା ନେଲା ୭ ଜୀବନ

49

ଭୁବନେଶ୍ୱର ୨୨ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ପୁଣି ୮.୮୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଆଜି କରୋନା ନେଲା ୭ ଜୀବନ। ଏହା ସହିତ ମୋଟ ମୃତ୍ୟୁ ସଂଖ୍ୟା ୮,୫୧୪ କୁ ବୃଦ୍ଧି ହୋଇଛି।

ନୂଆ ଆକ୍ରାନ୍ତ: ୮୮୪୫
୦-୧୮ ବର୍ଷର : ୯୨୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୫୧୨୮
– ସ୍ଥାନୀୟ ଅଞ୍ଚଳରୁ୩୭୧୭
୧- ଅନୁଗୁଳ ଜିଲ୍ଲାରୁ – ୧୬୦
୨- ବାଲେଶ୍ୱର ଜିଲ୍ଲାରୁ – ୨୯୦
୩- ବରଗଡ଼ ଜିଲ୍ଲାରୁ – ୧୪୧
୪- ଭଦ୍ରକ ଜିଲ୍ଲାରୁ – ୧୧୭
୫- ବଲାଙ୍ଗୀର ଜିଲ୍ଲାରୁ – ୨୩୨
୬- ବୌଦ୍ଦ ଜିଲ୍ଲାରୁ – ୯୩
୭- କଟକ ଜିଲ୍ଲାରୁ – ୬୨୮
୮- ଦେବଗଡ଼ ଜିଲ୍ଲାରୁ – ୫୫
୯- ଢେଙ୍କାନାଳ ଜିଲ୍ଲାରୁ – ୧୦୦
୧୦- ଗଜପତି ଜିଲ୍ଲାରୁ – ୯୨
୧୧- ଗଞ୍ଜାମ ଜିଲ୍ଲାରୁ – ୫୩
୧୨- ଜଗତସିଂହପୁର ଜିଲ୍ଲାରୁ – ୧୮୦
୧୩- ଯାଜପୁର ଜିଲ୍ଲାରୁ – ୨୦୯
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୪୪
୧୫- କଳାହାଣ୍ଡି ଜିଲ୍ଲାରୁ – ୨୩୯
୧୬- କନ୍ଧମାଳ ଜିଲ୍ଲାରୁ – ୧୦୯
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୯୨
୧୮- କେନ୍ଦୁଝର ଜିଲ୍ଲାରୁ – ୧୧୦
୧୯- ଖୋର୍ଦ୍ଧାରୁ: ୨୫୨୮
୨୦- କୋରାପୁଟ ଜିଲ୍ଲାରୁ – ୨୦୩
୨୧- ମାଲକାନଗିରି : ୫୦
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୫୨
୨୩- ନବରଙ୍ଗପୁର ଜିଲ୍ଲାରେ: ୧୮୭
୨୪- ନୟାଗଡ଼ ଜିଲ୍ଲାରୁ – ୧୯୪
୨୫- ନୂଆପଡ଼ା ଜିଲ୍ଲାରୁ – ୨୦୫
୨୬- ପୁରୀ ଜିଲ୍ଲାରୁ – ୧୬୫
୨୭- ରାୟଗଡ଼ା ଜିଲ୍ଲାରୁ – ୨୨୧
୨୮- ସମ୍ବଲପୁର ଜିଲ୍ଲାରୁ – ୧୮୧
୨୯- ସୋନପୁର ଜିଲ୍ଲାରୁ – ୨୦୭
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୦୦୧
୩୧- State Pool: ୫୦୭
– ନୂଆ ସୁସ୍ଥ ହୋଇଥିଲେ୧୦୩୯୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୭୦୫୯୩୬୫
– ମୋଟ ଆକ୍ରାନ୍ତ ୧୧୯୬୧୪୦
– ମୋଟ ସୁସ୍ଛ ହୋଲେଣି ୧୦୯୯୪୨୩
ସକ୍ରୀୟ ଆକ୍ରାନ୍ତ: ୮୮୧୫୦

ରାଜ୍ୟରେ ଆଜି କରୋନା ନେଲା ୭ ଜୀବନ। ଏହା ସହିତ ମୋଟ ମୃତ୍ୟୁ ସଂଖ୍ୟା ୮,୫୧୪ କୁ ବୃଦ୍ଧି ହୋଇଛି।

୧. ଅନୁଗୁଳ ଜିଲ୍ଲାର ୪୭ ବର୍ଷ ବୟସ୍କ ପୁରୁଷ।

୨. ଅନୁଗୁଳ ଜିଲ୍ଲାର ୬୧ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩. ଭଦ୍ରକ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୪. କଟକ ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୫. ଯାଜପୁର ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ।

୬. ମୟୁରଭଞ୍ଜ ଜିଲ୍ଲାର ୬୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୭. ପୁରୀ ଜିଲ୍ଲାର ୫୩ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ସେରେବ୍ରୋ ଭାସ୍କୁଲାର ଆକ୍ସିଡେଣ୍ଟରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.