ଭୁବନେଶ୍ୱର ୨୫ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୭ ଜୀବନ: ମୋଟ ମୃତକ ୮,୫୩୨ କୁ ବୃଦ୍ଧି ହୋଇଛି। ତେବେ
୧. ଭୁବନେଶ୍ୱରର ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୨. ଢେଙ୍କାନାଳ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କା ମହିଳା।
୩. ଯାଜପୁର ଜିଲ୍ଲାର ୬୨ ବର୍ଷ ବୟସ୍କ ପୁରୁଷ।
୪. ଝାରସୁଗୁଡା ଜିଲ୍ଲାର ୬୦ ବର୍ଷ ବୟସ୍କ ପୁରୁଷ।
୫. କେନ୍ଦ୍ରାପଡା ଜିଲ୍ଲାର ୧୦ ଦିନର ବାଳକ।
୬. ଖୋର୍ଦ୍ଧା ଜିଲ୍ଲାର ୫୧ ବର୍ଷ ବୟସ୍କା ମହିଳା।
୭. ଖୋର୍ଦ୍ଧା ଜିଲ୍ଲାର ଜଣେ ୮୮ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।