Home Coronavirus Outbreak ରାଜ୍ୟରେ ଆଜି କରୋନା ନେଲା ୬୫ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୪,୫୯୯ କୁ...

ରାଜ୍ୟରେ ଆଜି କରୋନା ନେଲା ୬୫ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୪,୫୯୯ କୁ ବୃଦ୍ଧି

64

ଭୁବନେଶ୍ୱର ୧୧-୭ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୬୫ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୪,୫୯୯ କୁ ବୃଦ୍ଧି ପାଇଛି। କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ, ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଆଜି ରିପୋର୍ଟ ହୋଇଥିବା ମୃତ୍ୟୁ ପୂର୍ବଦିନର ମୃତ୍ୟୁର ଅଡ଼ିଟ୍ ପରେ ରିପୋର୍ଟ ହୋଇଛି।

ଅନୁଗୁଳ ୫ ଜଣ,
ବାଲେଶ୍ୱର ୧ ଜଣ,
ବରଗଡ ୬ ଜଣ,
ବଲାଙ୍ଗୀର ୧ ଜଣ,
ବୌଦ୍ଧ ୧ ଜଣ,
କଟକ ୧ ଜଣ,
ଢେଙ୍କାନାଳ ୧ ଜଣ,
ଗଞ୍ଜାମ ୩ ଜଣ,
ଜଗତସିଂହପୁର ୧ ଜଣ,
ଝାରସୁଗୁଡ଼ା ୧ ଜଣ,
କଳାହାଣ୍ଡି ୧ ଜଣ,
କନ୍ଧମାଳ ୧ ଜଣ,
କେନ୍ଦ୍ରାପଡା ୩ ଜଣ,
କେନ୍ଦୁଝର ୬ ଜଣ,
ଖୋର୍ଦ୍ଧା ୧୪ ଜଣ,
ମୟୂରଭଞ୍ଜ ୫ ଜଣ,
ନୟାଗଡ଼ ୪ ଜଣ,
ପୁରୀ ୬ ଜଣ,
ସମ୍ବଲପୁର ୧ ଜଣ,
ସୁବର୍ଣ୍ଣପୁର ଜଣ,
ସୁନ୍ଦରଗଡ ୩ ଜଣ,
ମୋଟ ୬୫ ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.