Home Coronavirus Outbreak ରାଜ୍ୟରେ ଆଜି କରୋନା ନେଲା ୩ ଜୀବନ – ମୋଟ ମୃତ୍ୟୁ ସଂଖ୍ୟା ୮୩୨୫ କୁ...

ରାଜ୍ୟରେ ଆଜି କରୋନା ନେଲା ୩ ଜୀବନ – ମୋଟ ମୃତ୍ୟୁ ସଂଖ୍ୟା ୮୩୨୫ କୁ ବୃଦ୍ଧି

26

ଭୁବନେଶ୍ୱର ୨୯ -୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୩ ଜୀବନ – ମୋଟ ମୃତ୍ୟୁ ସଂଖ୍ୟା ୮୩୨୫ କୁ ବୃଦ୍ଧି ହୋଇଛି। ତେବେ
୧. ଅନୁଗୁଳ ଜିଲ୍ଲାର ୪୨ ବର୍ଷ ବୟସ୍କ ପୁରୁଷ ଯିଏ ହାଇପରଚେନସନରେ ପୀଡିତ ଥିଲେ।

୨. ବାଲେଶ୍ୱର ଜିଲ୍ଲାର ୭୬ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗ, ଡାଇବେଟିସ୍ ମେଲିଟସ୍ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩. ଭୁବନେଶ୍ୱରର ଜଣେ ୭୭ ବର୍ଷ ବୟସ୍କ ପୁରୁଷ ଯିଏକି ପୋଷ୍ଟ ପର୍ଚ୍ୟୁଟାନ୍ସ ଟ୍ରାନ୍ସଲୁମିନାଲ୍ କରୋନାରୀ ଆଞ୍ଜିଓପ୍ଲାଷ୍ଟି ଏବଂ ଉଚ୍ଚ ରକ୍ତଚାପ ସହିତ କରୋନାରୀ ଧମନୀ ରୋଗରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.