Home Top News ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ : ୪ ମୃତ, ୨ ଡିଜିଏମ୍‌ ନିଲମ୍ବିତ

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ : ୪ ମୃତ, ୨ ଡିଜିଏମ୍‌ ନିଲମ୍ବିତ

82

ଭୁବନେଶ୍ୱର ୬-୧ (ଓଡ଼ିଆ ପୁଅ) ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ କେମିକାଲ୍ ବିଭାଗରେ ଗ୍ୟାସ୍ ଲିକ୍ ହେବା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ୧୦ ଗୁରୁତରଙ୍କ ମଧ୍ୟରେ ୬ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଥିବା ବେଳେ ୪ ଜଣଙ୍କୁ ଆଜିଏଚ୍(IGH) ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି। କେଉଁ କାରଣ ଯୋଗୁଁ ଗ୍ୟାସ୍ ଲିକ୍ ହେଲା ସେ ନେଇ ତଦନ୍ତ ଆରମ୍ଭ କରାଯାଇଛି।
ଅପର ପକ୍ଷରେ କାରଣରୁ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ସିଇଏ, କୋଲ୍ କେମିକାଲ ଡିପାର୍ଟମେଣ୍ଟର ଡିଜିଏମ୍ ଏନ୍. ଦାସ ଓ ଏନର୍ଜି ମ୍ୟାନେଜମେଣ୍ଟ ଡିଜିଏମ୍ ଜି. ବାରିକ୍ ଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.