Home କେନ୍ଦୁଝର ରତିକାନ୍ତ ରାଉତ ବିଜେଡି କାର୍ଯ୍ୟକାରୀ ସଦସ୍ୟ ମନୋନୀତ

ରତିକାନ୍ତ ରାଉତ ବିଜେଡି କାର୍ଯ୍ୟକାରୀ ସଦସ୍ୟ ମନୋନୀତ

24

ହାଟଡ଼ିହି,୨୮ । ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ)ପୁର୍ବତନ ସାଂସଦ ପ୍ରତିନିଧି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ସେ ଦୀର୍ଘବର୍ଷ ହେଲା ବିଜେଡି ରାଜନୀତି ସହିତ ସଂପୃକ୍ତ ଥାଇ ଦଳର ସାଂଗଠନିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଦଳକୁ ତୃଣମୁଳ ସ୍ତରରେ ସୁଦୃଢ଼ କରିବାରେ ଭୁମିକା ଗ୍ରହଣ କରିଛନ୍ତି । ବିଜେଡି ନେତୃବୃନ୍ଦ ତାଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଅବସ୍ଥାପିତ କରିଛନ୍ତି । ତାଙ୍କୁ ଏହି ପଦବୀ ମିଳିବାପରେ ତାଙ୍କୁ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ବର୍ଗରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏହି ଅବସରରେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଓ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.