Home ଓଡ଼ିଶା ରଣପୁର ସି ପି ଆଇ (ଏମ୍‌) ର ଭାରତ ବନ୍ଦ ପାଇଁ ପ୍ରସ୍ତୁତି ବୈଠକ

ରଣପୁର ସି ପି ଆଇ (ଏମ୍‌) ର ଭାରତ ବନ୍ଦ ପାଇଁ ପ୍ରସ୍ତୁତି ବୈଠକ

39

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୦୯- ଆସନ୍ତା ସେପ୍ଟେମ୍ବର ୨୭ ତାରିଖ ଭାରତ ବନ୍ଦ ଡାକରା ଦିଆଯାଇଥିବା ରୁ ରଣପୁର ସି ପି ଆଇ (ଏମ୍ ) ତରଫରୁ ଦକ୍ଷିଣ ଆଂଚଳିକ କମିଟି ତରଫରୁ ନରସିଂହପୁର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଥିଲା । ସହିଦ୍ ବେଦୀ ରେ ମାଲ୍ୟାର୍ପଣ ପରେ କମ୍ରେଡ୍‌  ହରିଶ୍ଚନ୍ଦ୍ର ମିଶ୍ର ପତାକା ଉତ୍ତୋଳନ କରିଥିଲେ ।

କେନ୍ଦ୍ର   ସରକାର ଙ୍କ କୃଷକ ମାରଣ ନିତୀ ବିରୁଦ୍ଧ ରେ , ଦରଦାମ୍ ବୃଦ୍ଧି ବିରୋଧରେ ତୀବ୍ର ସମାଲୋଚନା କରାଯାଇଥିଲା । ଭାରତ ବନ୍ଦ କୁ ସଫଳ କରିବା ପାଇଁ ଆଂଚଳିକ କମିଟି ର ରଜତ ଜେନା , ଗଦାଧର ପ୍ରଧାନ , ନିତ୍ୟାନନ୍ଦ ପରିଡା କୁ ନେଇ ଏକ କମିଟି ଗଠନ କରାଯାଇଥିଲା । ନିତ୍ୟାନନ୍ଦ ପରିଡା ସମ୍ପାଦକ ଭାବେ ନିର୍ବାଚିତ କରାଯାଇଥିଲା । ଶେଷରେ ଭାରତ ବନ୍ଦ କୁ ସଫଳ କରିବା ପାଇଁ କାର୍ଯ୍ୟ ପନ୍ଥା ସ୍ଥିର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.