Home ଓଡ଼ିଶା ରଣପୁର ଥାନା ପୋଲିସ ମଦ ବିକ୍ରୀ ଅଭିଯୋଗ ରେ ଜଣକୁ କୋର୍ଟ ଚାଲାଣ

ରଣପୁର ଥାନା ପୋଲିସ ମଦ ବିକ୍ରୀ ଅଭିଯୋଗ ରେ ଜଣକୁ କୋର୍ଟ ଚାଲାଣ

30

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୧୦- ନୟାଗଡ ଜିଲ୍ଲା ରଣପୁର ଥାନା ଗାଁ ବାଣିକିଲୋ  ଛକ ରେ ଦୀର୍ଘ ଦିନ ହେଲା ହାତରନ୍ଧା ଦେଶୀ ମଦ ବିକ୍ରୟ ହେଇଥିବା ଅଭିଯୋଗ ହେଉଥିଲା । ରଣପୁର ଥାନା ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି ଅକ୍ଟୋବର ୪ ତାରିଖ ବିଳମ୍ବିତ ସଂନ୍ଧ୍ୟା ରେ  ଚଢାଉ କରିଥିଲେ ।

ଚଢାଉ ରେ  ଗାଁ ବାଣିକିଲୋ ଗ୍ରାମ ର ଯୁବକ  ସନ୍ତୋଷ କୁମାର ପ୍ରଧାନ ଙ୍କୁ ୧୦ ଲିଟର ହାତରନ୍ଧା ଦେଶୀ ମଦ ସହ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତ କୁ ରଣପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତ କୁ ଚାଲାଣ କରିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ୍ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.