Home ଓଡ଼ିଶା ରଣପୁରରେ ଅଫିସ୍ ସାନିଟାଇଜେସନ୍ ଜୋରଦାର

ରଣପୁରରେ ଅଫିସ୍ ସାନିଟାଇଜେସନ୍ ଜୋରଦାର

176

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୦୪-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ରଣପୁର ଅଗ୍ନିଶମ ବାହିନୀର ଅଧିକାରୀ ସରୋଜ କୁମାର ଦାଶଙ୍କର ଅକ୍ଲାନ୍ତ ଉଦ୍ୟମରେ ବିଭିନ୍ନ ଅଫିସ୍ ସାନିଟାଇଜେସନ୍ କାର୍ଯ୍ୟ ଜୋରଦାର ଚାଲିଛି । ଅଫିସ୍ ମଧ୍ୟରେ ରହିଛି ୫ଟି ଏଟିଏମ କାଉଣ୍ଟର, ୩ଟି ବ୍ୟାଙ୍କ, ପୋଲିସ୍ ଷ୍ଟେସନ୍‌, ବ୍ଲକ୍ ଅଫିସ୍‌, ଦର୍ପନାରାୟଣପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,  ମୟୁରଝାଲିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ମଝିଆଁଖଣ୍ଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପୋଷ୍ଟ ଅଫିସ୍‌, ଅବକାରୀ ଅଫିସ୍‌, ମାଛ ମାର୍କେଟ୍‌, ଫରେଷ୍ଟ ଅଫିସ୍‌, ରଣପୁର ଟ୍ରେଜେରି ଅଫିସ୍‌, ପେଟ୍ରୋଲ ପମ୍ପ, ପରିବା ମାର୍କେଟ୍‌, ଜଗନ୍ନାଥ ମନ୍ଦିର ସିଂହଦ୍ୱାର ଆଦି ଯୁଦ୍ଧ କାଳିନ ଭିତ୍ତିରେ ସାନିଟାଇଜେସନ୍ କାର୍ଯ୍ୟ ଶେଷ ହୋଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.