Home Top News ରକେଟ୍ ବୈଜ୍ଞାନିକ ଏସ୍ ସୋମନାଥ ହେଲେ ନୂତନ ଇସ୍ରୋ ମୁଖ୍ୟ

ରକେଟ୍ ବୈଜ୍ଞାନିକ ଏସ୍ ସୋମନାଥ ହେଲେ ନୂତନ ଇସ୍ରୋ ମୁଖ୍ୟ

30

ନୂଆ ଦିଲ୍ଲୀ ୧୨ -୧ (ଓଡ଼ିଆ ପୁଅ) ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ର ଚେୟାରମ୍ୟାନ୍ ଭାବରେ ବିଶିଷ୍ଟ ରକେଟ୍ ବୈଜ୍ଞାନିକ ଏସ୍ ସୋମନାଥଙ୍କୁ ନିଯୁକ୍ତି ମିଳିଛି। ଏ ନ୍ଇ ବୁଧବାର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି ନିର୍ଦ୍ଦେଶ।

ତେବେ ନିଦ୍ଦେଶାନୁଯାୟୀ, ଅବସରପ୍ରାପ୍ତ ଅଧ୍ୟକ୍ଷ କେ ସିଭାନ୍ ଶୁକ୍ରବାର ଦିନ ତାଙ୍କର ବର୍ଦ୍ଧିତ ଏକବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରୁଛନ୍ତି।

ସବଚନାଯୋଗ୍ୟଯେ, ଜାନୁଆରୀ ୨୦୧୮ ରେ ସିଭାନ୍ ଇସ୍ରୋ ମୁଖ୍ୟ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ଜାନୁୟାରୀ ୧୪, ୨୦୨୨ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.