Home ଓଡ଼ିଶା ଯୋଡା – କମ୍ପାନୀରୁ ମୋଟର ଚୋରି ଅଭିଯୋଗରେ ଜଣେ ଗିରଫ

ଯୋଡା – କମ୍ପାନୀରୁ ମୋଟର ଚୋରି ଅଭିଯୋଗରେ ଜଣେ ଗିରଫ

229

ଯୋଡା, ୨୭ । ୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ପୂର୍ବ ଯୋଡା ଟାଟା କମ୍ପାନୀ କନଭେୟାର ପ୍ଲାଣ୍ଟରୁ ମୋଟର ଚୋରି କରିଥିବା ଅଭିଯୋଗରେ ଜଣେ ୧୯ ବର୍ଷର ଯୁବକ ଅଜୟ କାଏରାମକୁ ପୁଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । ଘଟଣାରୁ ପ୍ରକାଶ ଯେ, ଗତ ୨୫ ତାରିଖରେ ଅଜୟ କାଏରାମ ଏବଂ ତାର ଅନ୍ୟ ୨-୩ଜଣ ସହଯୋଗୀ ଟାଟା କମ୍ପାନୀଙ୍କ ଯୋଡା ଇଷ୍ଟ ପ୍ଲାଣ୍ଟରୁ ଏକ ମୋଟର ଚୋରି କରି ପଳାଉଥିବା ସମୟରେ ସେଠାରେ ନିୟୋଜିତ ସୁରକ୍ଷା କର୍ମିମାନେ ଅଜୟ କୁ କାବୁ କରିନେଇ ଯୋଡା ଥାନାକୁ ହସ୍ତାନ୍ତର କରିଥିଲେ । ପୁଲିସ ଅଜୟ ଠାରୁ ଚୋରି ମୋଟରଟିକୁ ଜବତ କରିବା ସହିତ ତାକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.