Home ଓଡ଼ିଶା ଯୁକ୍ତ ଦୁଇ ବିଜ୍ଞାନ କୃତୀ ଛାତ୍ରଛାତ୍ରୀଙ୍କୁ ପିସିସି ସଭାପତିଙ୍କ ଶୁଭେଚ୍ଛା ବାର୍ତ୍ତା

ଯୁକ୍ତ ଦୁଇ ବିଜ୍ଞାନ କୃତୀ ଛାତ୍ରଛାତ୍ରୀଙ୍କୁ ପିସିସି ସଭାପତିଙ୍କ ଶୁଭେଚ୍ଛା ବାର୍ତ୍ତା

43

ଭୁବନେଶ୍ୱର ୧୨-୮ (ଓଡ଼ିଆ ପୁଅ) – ଚଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ଅକୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ଧର୍ଯ୍ୟହରା ନହୋଇ ଆଗାମୀ ପରୀକ୍ଷାରେ ସଫଳତା ପାଇବା ପାଇଁ ଧୈର୍ଯ୍ୟର ସହ କଠିନ ପରିଶ୍ରମ ଜାରି ରଖିବାକୁ ଶ୍ରୀଯୁକ୍ତ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.