Home ଜିଲ୍ଲା ପରିକ୍ରମା ଯମୁନା ପୃଷ୍ଟିଙ୍କ ସ୍ମୃତିଚାରଣ ସଭାରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ଯମୁନା ପୃଷ୍ଟିଙ୍କ ସ୍ମୃତିଚାରଣ ସଭାରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

9

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ପୃଷ୍ଟୀସାହି ଗ୍ରାମ ନିବାସୀ ତଥା ଜଣେ ଧର୍ମପରାୟଣ ମହିୟସୀ ମହିଳା ସ୍ୱର୍ଗତା ଯମୁନା ପୃଷ୍ଟି ଙ୍କ ଏକାଦଶାହ କ୍ରିୟାରେ ଯୋଗଦେଇ ସ୍ମୃତିଚାରଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ସ୍ଥାନୀୟ ସରପଂଚ ବନମାଳୀ ବେହେରା, ସମିତି ସଭ୍ୟ ଧରଣୀଧର କର, ପୂର୍ବତନ ସମିତି ସଭ୍ୟ ରାମଚନ୍ଦ୍ର ସାହୁ, ବିଜୁ ଜନତା ଦଳ ଭଦ୍ରକ ବ୍ଲକ ର ପୂର୍ବତନ ସମ୍ପାଦକ ରଘୁନାଥ ପଣ୍ଡା, ବିଶିଷ୍ଟ ସାମ୍ୱାଦିକ ହେମନ୍ତ ସିଂହ, ମଂଚ ପରିଚାଳନା କରିଥିଲେ ପ୍ରଧ୍ୟାପକ ଫକୀର ମୋହନ ଶଙ୍ଖୁଆ, ପ୍ରଧ୍ୟାପକ ଗୋବିନ୍ଦ ଚନ୍ଦ୍ର ସାହୁ, ବିଜୁ ଜନତା ଦଳ ଅଣିଜ ଗ୍ରାମ ପଂଚାୟତ ର ସଭାପତି ପ୍ରହଲ୍ଲାଦ ରାଉତ, ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ବିକାଶ ଶ୍ରେଷ୍ଠା, ଯୁବନେତା ଦେବାଶିଷ ଭାରତୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.