Home କେନ୍ଦ୍ରାପଡ଼ା ଯଦି କେହି ପ୍ରବାସୀ ଆସି ସଙ୍ଗରୋଧରେ ରହିନଥାନ୍ତି ସେ ସମ୍ପର୍କରେ ସୂଚନା ଦେବାକୁ ଜିଲ୍ଲାପାଳ କହିଛନ୍ତି

ଯଦି କେହି ପ୍ରବାସୀ ଆସି ସଙ୍ଗରୋଧରେ ରହିନଥାନ୍ତି ସେ ସମ୍ପର୍କରେ ସୂଚନା ଦେବାକୁ ଜିଲ୍ଲାପାଳ କହିଛନ୍ତି

292

କେନ୍ଦ୍ରାପଡ଼ା ୧୨/୫(ଚିତ୍ତରଞ୍ଜନ ଦାସ) – ଏହି ଜିଲ୍ଲାକୁ କେହି ପ୍ରବାସୀ ଆସି ଯଦି ସଙ୍ଗରୋଧରେ ନରହିଥାନ୍ତି ତେବେ ସେ ସମ୍ପର୍କରେ ଜିଲ୍ଲାପାଳଙ୍କୁ ସୂଚନା ଦେବାକୁ ଜିଲ୍ଲାପାଳ ସମର୍ଥ ବର୍ମା ତାଙ୍କ କହିଛନ୍ତି। ଅଦ୍ୟାବଧି ୧୯୨୫ ଜଣ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଏହି ଜିଲ୍ଲାକୁ ଆସି ଭିନ୍ନ ଭିନ୍ନ ପଂଚାୟତର ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। କେବଳ ଗର୍ଭବତି ମହିଳା, ଭିନ୍ନକ୍ଷମ ଓ କିନ୍ନରମାନଙ୍କୁ ନିଜ ଘରେ ସଙ୍ଗରୋଧ ଗୃହରେ ରହିବାକୁ ଅନୁମତି ଦିଆଯାଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି।
/ଚିତ୍ତରଞ୍ଜନ ଦାସ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.