Home ଓଡ଼ିଶା ମୟୁରଝାଲିଆ ରୁ ବ୍ରାଉନ ସୁଗାର ବ୍ୟବସାୟ ଅଭିଯୋଗ ରେ ୨ ଗିରଫ

ମୟୁରଝାଲିଆ ରୁ ବ୍ରାଉନ ସୁଗାର ବ୍ୟବସାୟ ଅଭିଯୋଗ ରେ ୨ ଗିରଫ

62

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୦୯- ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଧଳା ଜହର ବ୍ରାଉନ ସୁଗାର କାରବାର କୁ ଜିଲ୍ଲା ରେ ବନ୍ଦ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ସେଥିପାଇଁ ନୟାଗଡ ଜିଲ୍ଲା ରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ସେହି ଟିମ୍ ଗତ ସେପ୍ଟେମ୍ବର ୨ ତାରିଖ ବିଳମ୍ବିତ ସଂଧ୍ୟ୍ୟା ରେ ନାଟିମ୍ ନଦୀ ପୋଲ ଠାରେ ଧଲା ଜହର ବ୍ୟବସାୟ ରେ ୨ ଜଣ ଙ୍କୁ ଧରି ଅଟକ ରଖିଥିବା ଜଣାପଡିଛି ।
 
 
 
 ମୟୁରଝାଲିଆ ଗ୍ରାମ ର ମାଧବ ପ୍ରଧାନ ଙ୍କୁ ଅଟକ ରଖି ପଚରା ଉଚୁରା ରଣପୁର ଥାନା ରେ ଜାରି ରହିଛି । କିନ୍‌ପିନ୍ ବୋଲାଉଥିବା ଗୋକୁଳ ପ୍ରଧାନ କୁ ନୟାଗଡ ଜିଲ୍ଲା ଫତେଗଡ ଥାନା କୁ ନେଇ ମୁଖ୍ୟ ଅଭିଯୁକ୍ତ କୁ ଧରିବା ପାଇଁ ପୋଲିସ ତରଫରୁ ପ୍ରୟାସ ଜାରି ରହିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.