Home Top News ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ଅତିରିକ୍ତ ୬୧,୧୨୦ ଭାଏଲ ଲିପୋସୋମାଲ ଆମ୍ଫୋଟେରିସିନ-ବି – ଆବଣ୍ଟିତ-...

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ଅତିରିକ୍ତ ୬୧,୧୨୦ ଭାଏଲ ଲିପୋସୋମାଲ ଆମ୍ଫୋଟେରିସିନ-ବି – ଆବଣ୍ଟିତ- ଶ୍ରୀ ଡି.ଭି. ସଦାନନ୍ଦ ଗୌଡ଼

33

ନୂଆ ଦିଲ୍ଲୀ ୨୩-୬ (ଓଡ଼ିଆ ପୁଅ) ଆଜି ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ମ୍ୟୁକୋରମାଇକୋସିସ ଚିକିତ୍ସା ପାଇଁ ଅତିରିକ୍ତ ୬୧,୧୨୦ ଭାଏଲ ଲିପୋସୋମାଲ ଆମ୍ଫୋଟେରିସିନ-ବି ଇଞ୍ଜେକସନ୍ ପ୍ରଦାନ କରାଯାଇଥିବା କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ ଗୌଡ଼ ଘୋଷଣା କରିଛନ୍ତି ।

ମ୍ୟୁକୋରମାଇକୋସିସ ରୋଗୀଙ୍କ ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ ସାରା ଦେଶରେ ପ୍ରାୟ ୭.୯ ଲକ୍ଷ ଭାଏଲ ଇଞ୍ଜେକସନ୍ ଆବଣ୍ଟିତ ହୋଇସାରିଛି ବୋଲି ରସାୟନ ଓ ସାର ମନ୍ତ୍ରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.