Home Top News ମୁମ୍ବାଇରେ ୬୦ ମହଲା ବିଲ୍ଡିଂରେ ଲାଗିଲା ନିଆଁ – ୧୯ ତମ ମହଲାରୁ ଡେଇଁ ଜଣେ...

ମୁମ୍ବାଇରେ ୬୦ ମହଲା ବିଲ୍ଡିଂରେ ଲାଗିଲା ନିଆଁ – ୧୯ ତମ ମହଲାରୁ ଡେଇଁ ଜଣେ ମୃତ

49

ମୁମ୍ବାଇ ୨୨-୧୦ (ଓଡ଼ିଆ ପୁଅ) : ଶୁକ୍ରବାର ଦିନ ମଧ୍ୟାହ୍ନରେ ମୁମ୍ବାଇର କ୍ୟୁରୀ ଛକରେ ଥିବା ଏକ ବହୁ ମହଲା ବିଶିଷ୍ଟ ଆବାସିକ ଘରେ ଏକ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ବିଶେଷ ଖବର ମିଳିନଥିବା ବେଳେ ଜଣେ ବ୍ୟକ୍ତି ୧୯ତମ ମହଲାରୁ ଡେଇଁ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି।

୬୦ ମହଲା ବିଶିଷ୍ଟ ଆଭାନ୍ ପାର୍କ ଟାୱାରର ଉଣେଇଶତମ ମହଲାରେ ଅଗ୍ନିକାଣ୍ଡ ଘଟିଛି। ଅତିକମରେ ଆଠଟି ଦମକଳ ଗାଡ଼ିକୁ ଘଟଣାସ୍ଥଳକୁ ପଠାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.