Home ଜିଲ୍ଲା ପରିକ୍ରମା ମୁନ୍‌ସୀ ମେଲଣ ଅନୁଷ୍ଠିତ

ମୁନ୍‌ସୀ ମେଲଣ ଅନୁଷ୍ଠିତ

103

ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ପରିସରରେ ମୁନସୀ ମେଲଣ ଗତକାଳି ଆରମ୍ଭ ହୋଇ ଆଜି ଯାଏ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ପାରମ୍ପରିକ ରୀତିରେ ପାଳନ କରାଯାଇଥିଲେ ବି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାଦ୍ ଦିଆଯାଇଛି । ଆଖପାଖ ଅଞ୍ଚଳରେ ୫୮ଟି ରାଧାକୃଷ୍ଣଙ୍କ ବିମାନ ଏହି ମେଲଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଥାନା ପରିସରରେ ଥିବା ମନ୍ଦିରରେ ପୂଜାର୍ଚ୍ଚନା ଓ ଭୋଗଲାଗି କରାଯାଇଥିଲା । ଥାନା ଫାଟକ ଓ ପରିସରକୁ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.