Home Top News ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ଶ୍ରୀ ରାଜୀବ କୁମାରଙ୍କ ନିଯୁକ୍ତି

ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ଶ୍ରୀ ରାଜୀବ କୁମାରଙ୍କ ନିଯୁକ୍ତି

75

ନୂଆ ଦିଲ୍ଲୀ ୧୩ -୫ (ଓଡ଼ିଆ ପୁଅ) ସବୁଠୁ ବରିଷ୍ଠ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାରଙ୍କୁ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଛନ୍ତି। ୧୪ ମେ ୨୦୨୨ରେ ଶ୍ରୀ ସୁଶୀଲ ଚନ୍ଦ୍ରାଙ୍କ ଅବସର ଗ୍ରହଣ ପରେ ଶ୍ରୀ ରାଜୀବ କୁମାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ୧୫ ମେ ୨୦୨୨ରେ ଦାୟିତ୍ବ ଗ୍ରହଣ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.