Home ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭ – ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭ – ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଲାଗିବ ମୋହର

462

ଭୁବନେଶ୍ୱର ୭-୨ (ଓଡ଼ିଆ ପୁଅ) ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭ ହୋଇଛି। ୦୨୦-୨୧ ଆର୍ଥିକ ବର୍ଷର ବଜେଟ ଅଟକଳକୁ ଅନୁମୋଦନ ମିଳିବାସହ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମୋହର ଲାଗିବ ବୋଲି ଆଶା କରାଯାଉଛି।

ଏହାପରେ କ୍ୟାବିନେଟ ବୈଠକରେ ବସିବ ଏହାଛଡା ଖଣି ନିଗମ ଆଇନ ଓ ଓଡିଶା ସିଭିଲ ସର୍ଭିସ ନିୟମରେ ସଂଶୋଧନ ହୋଇପାରେ। ଏହା ବ୍ୟାତୀତ ପଂଚାୟତିରାଜ ବିଭାଗର ପାଇପ ଯୋଗେ ପାନୀୟଜଳ ଯୋଗାଣ ପ୍ରକଳ୍ପ ଟେଣ୍ଡର ନେଇ ସରକାର ନିଷ୍ପତି ନେବା ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.