Home ଓଡ଼ିଶା ମିଷ୍ଟ୍ରୀ ଗାର୍ଲଙ୍କ ସହ ଆର‌୍ୟନ ଖାନଙ୍କ ଫଟୋ ଭାଇରାଲ

ମିଷ୍ଟ୍ରୀ ଗାର୍ଲଙ୍କ ସହ ଆର‌୍ୟନ ଖାନଙ୍କ ଫଟୋ ଭାଇରାଲ

224

ମୁମ୍ବାଇ,୨୫/୭,(ଓଡିଆପୁଅ-ପଙ୍କଜିନୀ ନାୟକ) ବଲିଉଡ ବାଦଶାହା ଶାହାରୁଖ୍ ଖାନଙ୍କ ପୁଅ ଆର‌୍ୟନ ଖାନ । ଯଦିଓ ସେ ସୋସିଆଲ ମିଡିଆଲେ ଏତେଟା ଆକ୍ଟିଭ ରୁହନ୍ତି ନାହିଁ, ମାତ୍ର ତାଙ୍କ ଫଟୋ ସବୁବେଳେ ସୋସିଆଲ ମିଡିଆରେ ଘୂରି ବୁଲୁଥାଏ । ଏବେ ସେ ଏକ ମିଷ୍ଟ୍ରି ଗାର୍ଲଙ୍କ ସହ ନଜର ଆସିଛନ୍ତି । ଯାହାର ଫଟୋ ଏବେ ବେଶ୍ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ଆର‌୍ୟାନଙ୍କ ଭଉଣୀ ସୁହାନା ଖାନଙ୍କ ଫ୍ୟାନ କ୍ଲବ ଏହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

https://www.instagram.com/p/B0TPpqigUt6/?utm_source=ig_embed

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.