Home ଜିଲ୍ଲା ପରିକ୍ରମା ମା’ ସାରଦା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା

ମା’ ସାରଦା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା

6

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମା’ ସାରଦା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଜାତୀୟ ସେବା ଯୋଜନା ର ସ୍ୱତନ୍ତ ସେବା ଶିବିର ର ପଂଚମ ଦିବସ ର ମୁଖ୍ୟ ଅତିଥି ଭାବେ ଲାୟନସ କ୍ଲୁବ ର ପି. ଡି. ଜି ପ୍ରକାଶ କୁମାର ଜେନା, ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ପ୍ରଦୀପ ମହାପାତ୍ର ଓ ସମ୍ମାନୀତ ଅତିଥିଭାବେ ସାମ୍ବାଦିକ ସନ୍ତୋଷ ଦାସ ଯୋଗଦେଇ ଦେଶ ସେବାରେ ବର୍ତୀ ହେବାକୁ ଆହ୍ୱାନ ଦେଇଥିଲେ । ଶବିରାର୍ଥୀ ମାନଙ୍କୁ ମା, ମାଟି ଓ ମଣିଷ ଙ୍କ ସେବା ରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସର ରେ ଶିବିରାଆର୍ôଥ ମାନେ ଗୋବିନ୍ଦପୁର ବଜାର ଓ ଗ୍ରାମ ରାସ୍ତା ସଫେଇ କରିବା ଶହ ଳୋକଙ୍କୁ ସଚେତନ କରିଥିଲେ। ସଭା ଆରମ୍ଭରେ ଛାତ୍ର ଛାତ୍ରୀ ମାନେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ଯୋଜନା ଅଧିକାରୀ ଅଧ୍ୟାପକ ପ୍ରଭାତ ଧଳ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.