Home କେନ୍ଦୁଝର ମା ତାରିଣୀ କଳାକାର ପରିଷଦ ପକ୍ଷରୁ ସ୍ୱାଧିନତା ଦିବସ ପାଳିତ

ମା ତାରିଣୀ କଳାକାର ପରିଷଦ ପକ୍ଷରୁ ସ୍ୱାଧିନତା ଦିବସ ପାଳିତ

76

ହାଟଡ଼ିହି, ୧୫ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ମା ତାରିଣୀ କଳାକାର ପରିଷଦ ପକ୍ଷରୁ ହାଟଡିହି ବ୍ଲକ ଚମାରତିରା ଗାଁ ରେ ୭୫ତମ ସ୍ୱାôଦନତା ଦିବସ ପାଳିତ ହୋଇଯାଇଛି । ସଭାପତି ଅନାଦି ଚରଣ କବି ସମ୍ପାଦକ ରୋହିତ କୁମାର ପୃଷ୍ଟି, ସହ ସମ୍ପାଦକ ରମାକାନ୍ତ ଶଙ୍ଖୁଆ, କୋଷାଧ୍ୟକ୍ଷ ଅଭିନ୍ନ କୁମାର ଜେନା, ଯାତ୍ରା କଳାକାର ପ୍ରଫୁଲ ବେହେରା, ଅକ୍ଷୟ ସାହୁ, ରତ୍ନାକର ବେହେରା, ସନାତନ ବାରିକ, ଶାଳଣିଆଁ ପଞ୍ଚାୟତର ପୁର୍ବତନ ସମିତିସଭ୍ୟ ବିରେନ୍ଦ୍ର କୁମାର ବିଶ୍ୱାଳ, ବରିଷ୍ଠ ଗାୟକ ତ୍ରୀଲୋଚନ ପଣ୍ଡା ଓ ପରିଷଦର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିବା ସହ ଜାତୀୟ ସଂଗୀତ ଗାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.