Home ଓଡ଼ିଶା ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହେଲେ ମାଡ଼ ଖାଇଥିବା ଯୁବକଙ୍କ ବାପା ମା

ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହେଲେ ମାଡ଼ ଖାଇଥିବା ଯୁବକଙ୍କ ବାପା ମା

82

ଭୁବନେଶ୍ୱର,୨୩/୧୦,(ଓଡ଼ିଆ ପୁଅ ପି ନାଏକ): ସମସ୍ତଙ୍କ ସାମ୍ନାରେ ଜଣେ ଯୁବକଙ୍କୁ ଭିମସାରର ସମସ୍ତ ଡାକ୍ତର ମାରିବା ଓ ଉଠବସ କରାଇବା ଘଟଣାକୁ ଇତି ମଧ୍ୟରେ ସପ୍ତାହେ ବିତିଗଲାଣି । ହେଲେ ପୋଲିସ ଏ ଯାଏଁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଯେଉଁଥିପାଇଁ ଆଜି ମାନବାଧିକାର କମିଶନ ଙ୍କ ଦ୍ବାରସ୍ଥ ହୋଇଛନ୍ତି ଉକ୍ତ ଯୁବକଙ୍କ ବାପାମା । ପୋଲିସ ଏହାର ଠିକ୍ ଭାବରେ ତଦନ୍ତ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାସହ ପୋଲିସ ଏହି ଘଟଣାକୁ ଚପାଇ ଦେବାପାଇଁ ଚେଷ୍ଟା କରୁଥିବା ମଧ୍ୟ ସେ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.