Home ଅପରାଧ ମହିପୁର ପୁଲିସ ଦ୍ୱାରା ୩୦ଲିଟର ମଦ ଜବତ, ୨ଗିରଫ

ମହିପୁର ପୁଲିସ ଦ୍ୱାରା ୩୦ଲିଟର ମଦ ଜବତ, ୨ଗିରଫ

116

ନୟାଗଡ଼, ୨୧ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୂଆଗାଁ ଥାନା ଅନ୍ତର୍ଗତ ମହିପୁର ଫାଣ୍ଡି ପୁଲିସ ଦ୍ନାରା ୩୦ ଲିଟର ମଦ ଜବତ ହେବା ସହ ୨ଜଣ ମଦ ବେପାରୀଙ୍କୁ ଗିରଫ କରିଛନ୍ତି। ମହିପୁର ନିକଟ ବକଳବନ୍ଧ ଗ୍ରାମର ରାଜକିଶୋର ସ୍ୱାଇଁ ଓ ଇଶ୍ୱର ବାରିକ ମୋଟରସାଇକେଲ(ଓଡି୨୫ଏ୨୮୦୧) ଯୋଗେ ୩୦ ଲିଟର ଦେଶୀ ମଦ ନେଇ ଯାଉଥିବାବେଳେ ମହିପୁର ଫାଣ୍ଡି ପୁଲିସ ଖବର ପାଇ ସେମାନଙ୍କୁ ଧରିଥିଲେ। ଏଥିନେଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.