Home ଜାତୀୟ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ କେନ୍ଦ୍ର କ୍ୟାବିନେଟ କଲା ମଞ୍ଜୁର

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ କେନ୍ଦ୍ର କ୍ୟାବିନେଟ କଲା ମଞ୍ଜୁର

202

ମହାରାଷ୍ଟ୍ର୧୨ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନକୁ ଆଜି କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ କରି ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ରାଷ୍ଟ୍ରପତି ଶାସନ ପାଇଁ ପଠାଇ ଥିବା ବର୍ତ୍ତମାନର ମୂଖ୍ୟ ଖବର ହୋଇଥିବା ସୁଚନା ମିଳିଛି । ସୁଚନାଯୋଗ୍ୟ- ରାଷ୍ଟ୍ରପତି ଶାସନ ଜାରି ପାଇଁ ସୁପାରିସ କରିପାରନ୍ତି ରାଜ୍ୟପାଳ  ଆଜି ସଂଧ୍ୟା ଯାଏ ଅପେକ୍ଷା କରିବେ ରାଜ୍ୟପାଳ ଭଗତ ସିଂହ କୋସିୟାରୀ  ଏନସିପି ଡେଡ୍‌ଲାଇନ୍ ସରିବା ପରେ ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.