Home ଜିଲ୍ଲା ପରିକ୍ରମା ମହତାବଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ

ମହତାବଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ

7

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଗରପଡା ବରିଷ୍ଠ ନାଗରିକ ସୁରକ୍ଷା ମଂଚ ପକ୍ଷରୁ ଡ.ହରେକୃଷ୍ଣ ମହତାବଙ୍କ ୩୯ ତମ ପୂର୍ଣ୍ଣ୍ୟ ତିଥି ପାଳିତ ହୋଇଯାଇଛି । ମଂଚ ସଭାପତି ଶିକ୍ଷାବିତ୍ କୈଳାସ ଚନ୍ଦ୍ର ଧଳଙ୍କ ଆବାହକତ୍ୱରେ ସୁବାଷ ଦାଶ,ସୁରେନ୍ଦ୍ର ନାଥ ବିନ୍ଧାଣୀ, ଗୋଲକ ପୃଷ୍ଟି, ରଞ୍ଜନ କୁମାର ଦାସ, ଅଶୋକ ମହାନ୍ତି,କୃଷ୍ଣ ଚନ୍ଦ୍ର ରଣା, ଉଦୟ ମହତାବ,ମଦନ ମୋହନ ଦାଶ, କାର୍ତିକ ଚନ୍ଦ୍ର ପଣ୍ଡା, ରାମ ଚନ୍ଦ୍ର ପଣ୍ଡା ପ୍ରମୁଖ ନବ ଉତ୍କଳର ନିର୍ମାତା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଡ.ହରେକୃଷ୍ଣ ମହତାବ ଜଣେ ଦୂରଦୃଷ୍ଟି ସମ୍ପର୍ଣ୍ଣ ବ୍ୟକ୍ତି ଥିଲେ ବୋଲି କହିଥିଲେ । ପ୍ରାରମ୍ଭରେ କୁଆଁସମଢିଆସ୍ଥିତ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.