Home ଓଡ଼ିଶା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ମହିଳା ଗୁରୁତର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ମହିଳା ଗୁରୁତର

111

ଯାଜପୁର,୦୬/୧୧,(ଓଡ଼ିଆ ପୁଅ ପି ନାୟକ):ଆଜି ଯାଜପୁର ରୋଡ ପାଟୁଳି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଫଳରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଘଟଣାସ୍ଥଳରେ ୨ ଵାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ପାଟୁଳି ଛକ ନିକଟରେ ଗୋଟିଏ ବାଇକ୍ ରେ ଦୁଇ ଜଣ ଯାଉଥିଲେ । ଅନ୍ୟଦିଗରୁ ଆଉ ଦୁଇ  ଜଣ ବାଇକ୍  ରେ ଆସୁଥିଲେ । ଯାହା ଫଳରେ ଦୁଇ ବାଇକ୍ ଆରୋହୀ ମୁହାଁମୁହିଁ ହୋଇଥିଲେ । ତେବେ ଦୁଇ ବାଇକ୍ ରେ ଥିବା ମହିଳା ଗୁରୁତର ଥିବା ଜଣାପଡିଛି । ଖବର ପାଇ ପୋଲିସ ପହଞ୍ଚି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.