Home ଜିଲ୍ଲା ପରିକ୍ରମା ମନ୍ତେଇ ମହୋତ୍ସବ କମିଟି ପକ୍ଷରୁ ଶୀତବସ୍ତ୍ର ଏବଂ କମ୍ବଳ ବଂଟନ

ମନ୍ତେଇ ମହୋତ୍ସବ କମିଟି ପକ୍ଷରୁ ଶୀତବସ୍ତ୍ର ଏବଂ କମ୍ବଳ ବଂଟନ

10

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଏବଂ ଚାନ୍ଦବାଲି ଅଂଚଳରେ ମନ୍ତେଇ ମହୋତ୍ସବ କମିଟି ପକ୍ଷରି ଶୀତବସ୍ଥ୍ର ଏବଂ କମ୍ବଳ ବଂଟନ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମନ୍ତେଇ ମହୋତ୍ସବ କମିଟି ନିଜ ସମ୍ବଳରୁ ଆର୍ଥିକ ଅନଗ୍ରସର ପରିବାର, ଅସହାୟ ଏବଂ ନିସହାୟ ମାନଙ୍କୁ ଶୀତବସ୍ତ୍ର ଏବଂ କମ୍ବଳ କରାଯାଇଥିଲା। ଧାମରା, ଦୋସିଙ୍ଗା, କଇଥଖୋଲା, ଚାନ୍ଦବାଲି ଅଂଚଳରେ ଏହି ବଂଟନ କାର୍ଯ୍ୟକ୍ରମ ହୋଇଥିବା ବେଳେ ମନ୍ତେଇ ମହୋତ୍ସବ କମିଟି ର ଉପଦେଷ୍ଟା ସୁକାନ୍ତ କୁମାର ସେଠୀ, ତ୍ରିଲୋଚନ ବେହେରା, ମଧୁସ୍ମିତା ସେଠୀ, ଅମୁଲ୍ୟ ରାଉତ, ଅଶୋକ ପଣ୍ଡିତ,ଖଗେଶ୍ୱର ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.