Home ଜିଲ୍ଲା ପରିକ୍ରମା ମଦରସା ଫୈଜାନେ ଗରିବ ନୱାଜରେ ଜାତୀୟ ପତାକା ଉତୋଳନ

ମଦରସା ଫୈଜାନେ ଗରିବ ନୱାଜରେ ଜାତୀୟ ପତାକା ଉତୋଳନ

13

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କୁଆଁସ ସ୍ଥିତ କଂଟାବଣିଆ ଗ୍ରାମରେ ମଦରସା ଫୈଜ଼ାନେ ଗରିବ ନୱାଜ ରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ମଦରସା ସଭାପତି ଶେଖ ଗୋଲାମ ମହମ୍ମଦ ଜାତୀୟ ପତାକା ଉତୋଳନ କରିଛନ୍ତି ଓ ମୁସଲିମ ଜମାତର ସମ୍ପାଦକ ହାଜି ଅବଦୁଲ ମୁକିତ ଖାନ, ମଦରସା ସମ୍ପାଦକ ଶେଖ ସାହିଦ ରଫିକ , ଇସ୍ତିୟାକ ଖାନ, ଶେଖ ଅବଦୁଲ ବାରୀ, ଶେଖ ଆସିକ, ଅବଦୁଲ ରହିମ ଆବିଦ ଅଲି, ଶିକ୍ଷକ ହାଫିଜ଼ ଓ କାରୀ ୱାଲିଉର ରେହେମାନ, ଶିକ୍ଷକ ହାଫିଜ଼ ଓ କାରୀ ଇଜ଼ାଜ଼ ଅହେମଦ ଏବଂ ମଦରସା ର ସମସ୍ତ ସଭ୍ୟ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.