Home ଜିଲ୍ଲା ପରିକ୍ରମା ମତୋ ଗୋପାଳ ଭାଇଙ୍କ ବୈଶାଖ ମାସରେ ବାବା ରତ୍ନଶ୍ୱେର ମହାଦେବଙ୍କ ନିକଟରେ ଜଳାଭିଷେକ

ମତୋ ଗୋପାଳ ଭାଇଙ୍କ ବୈଶାଖ ମାସରେ ବାବା ରତ୍ନଶ୍ୱେର ମହାଦେବଙ୍କ ନିକଟରେ ଜଳାଭିଷେକ

22

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ଗ୍ରାମ ପଂଚାୟତ ର ଗୋପାଳ ଭାଇ ମାନଙ୍କ ଦ୍ୱାରା ବୈଶାଖ ମାସର ଦ୍ୱିତୀୟ ସୋମବାର ରେ ଜଳାଭିଷେକ କରାଯାଇଅଛି। ସୋମବାର ସକାଳ ୫ ଘଟିକା ସମୟରେ ଗୋପାଳ ଭାଇ ମାନେ ଯୁକେଇ ପୋଲ ନିକଟରୁ ପୂଜା ଅର୍ଚ୍ଚନା କରି ପାଣି ଭାର ଉଠାଇ ବାବା ରତ୍ନଶ୍ୱେର ମହାଦେବ ନାରା ଦେଇ ରତ୍ନଶ୍ୱେର ମନ୍ଦିର ନିକଟ ରେ ପହଂଚି ବାବାଙ୍କୁ ଜଳାଭିଷେକ କରିଥିଲେ।ଏହି ଜଳାଭିଷେକ ର ମହତ୍ୱ ହେଉଛି ସାରା ସଂସାର କୁ ଭଲ ରେ ରଖିବା ଓ ନିଜର କିଛି ମାନସିକ ନେଇ ପାଣିଭାର ନେଇ ବାବା ଙ୍କୁ ଜଳାଭିଷେକ କରାଯାଏ ବୋଲି ମତପ୍ରକାଶ କରିଛନ୍ତି।ପ୍ରଥମ ସୋମବାରରେ ମତୋ ଭୂତେଶ୍ୱର ମହାଦେବଙ୍କ ନିକଟରେ ଜଳାଭିଷେକ କରିଥିବା ବେଳେ ଦିତୀୟ ସୋମବାର ରେ ବାବା ଆରଡ଼ି ପୀଠ ରେ ଜଳାଭିଷେକ କରିଥିବା ବେଳେ ତୃତୀୟ ପାଳିରେ ବାବା ରତ୍ନଶ୍ୱେର ମହାଦେବଙ୍କ ନିକଟରେ ଜଳାଭିଷେକ କରିଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.