ଭୁବନେଶ୍ଵର,୧୫/୧୦,(ଓଡ଼ିଆ ପୁଅ ପି ନାଏକ): ଭୁବନେଶ୍ଵର ରେ ବିହାରୀ ଛାତ୍ରଙ୍କ ଦାଦାଗିରି । ଆଜ୍ଞା ହଁ, ଏଭଳି ଘଟଣା ଆଜି ଭୁବନେଶ୍ଵର ଆଇଜି ପାର୍ଟିରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଆଜି କିଛି ବିହାରୀ ଛାତ୍ର ପାର୍କରେ ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହାକୁ ପ୍ରତିବାଦ କାରିବାରୁ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିଲେ ବିହାରୀ ଛାତ୍ର । ତେବେ ବିହାରରୁ ଆର୍ମି ରାଲି ପାଇଁ ଓଡ଼ିଶା ଆସିଥିବା ପରୀକ୍ଷାର୍ଥୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।