Home ଓଡ଼ିଶା ଭାରସାମ୍ୟ ହରାଇ ମିନିଟ୍ରକ ଦୁର୍ଘଟଣା ଗ୍ରସ୍ତ

ଭାରସାମ୍ୟ ହରାଇ ମିନିଟ୍ରକ ଦୁର୍ଘଟଣା ଗ୍ରସ୍ତ

262

ବାଲିଗୁଡା, ୨୯/୧୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଜରିଘାଟି ପାଖରେ ଏକ ୪୦୭ମିନିଟ୍ରକ ଭାର ସାମ୍ୟ ହରାଇ ଏକ ଗଛରେ ପିଟି ହେବା ପରେ ଏକ ପୋଲରେ ପିଟି ହୋଇଛି ଡ୍ରାଇଭର ଓ କିଛି ଯାତ୍ରୀ ଗୁରୁତର ଆହାତ ହୋଇ ସମସ୍ତଙ୍କୁ ତୁମୁଡ଼ିବନ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଛି l ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.