ବାଲିଗୁଡା, ୨୯/୧୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଜରିଘାଟି ପାଖରେ ଏକ ୪୦୭ମିନିଟ୍ରକ ଭାର ସାମ୍ୟ ହରାଇ ଏକ ଗଛରେ ପିଟି ହେବା ପରେ ଏକ ପୋଲରେ ପିଟି ହୋଇଛି ଡ୍ରାଇଭର ଓ କିଛି ଯାତ୍ରୀ ଗୁରୁତର ଆହାତ ହୋଇ ସମସ୍ତଙ୍କୁ ତୁମୁଡ଼ିବନ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଛି l ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖଛନ୍ତି।