Home ଜିଲ୍ଲା ପରିକ୍ରମା ଭାରତ ଗ୍ୟାସ୍ ଡିଷ୍ଟ୍ରିବ୍ୟୁଟ୍‌ରେ ଡକାୟତି

ଭାରତ ଗ୍ୟାସ୍ ଡିଷ୍ଟ୍ରିବ୍ୟୁଟ୍‌ରେ ଡକାୟତି

50

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦ୍ୱିନ ଦ୍ୱିପ୍ରହରରେ ଏହି ଜିଲାର ବାସୁଦେବପୁର ବ୍ଲକ୍ ପଦ୍ମପୁର ଛକରେ ଥିବା ଭାରତ ଗ୍ୟାସ୍ ଡିଷ୍ଟ୍ରିବ୍ୟୁଟରରେ ଡକାୟତି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହି ଗ୍ୟାସ୍ ଏଜେନ୍ସେିରେ କାର୍ଯ୍ୟ ଚାଲୁରହିଥିବାବେଳେ ପ୍ରାୟ ୨୦ ଜଣ ସଂଖ୍ୟାଲଘୁ ମହିଳା ଓ ପୁରୁଷ ଅଫିସ୍‌ରେ ପସି କାର୍ଯ୍ୟରତ କର୍ମଚାରୀ ସତ୍ୟପ୍ରିୟ ପାଢୀ ଓ ବଳରାମ ମଲ୍ଲିକଙ୍କୁ ଆକ୍ରମଣ କରି ନଗଦ ୬୨ ହଜାର ଟଙ୍କା, ୨ଟି କମ୍ପ୍ୟୁଟର, ଅଫିସର ସମସ୍ତ ରେଜିଷ୍ଟର, ଲୋକମାନଙ୍କ ଡକ୍ୟୁମେଣ୍ଟ (ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ କପି, ରାସନ କାର୍ଡ, ଆଡପ୍ଟର) ସମେତ ଅନ୍ୟ ଜରୁରୀ ସାମଗ୍ରୀ ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.