Home Coronavirus Outbreak ଭଲ ଖବର : ଭୁବନେଶ୍ୱରରୁ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭଲ ଖବର : ଭୁବନେଶ୍ୱରରୁ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

214

ଭୁବନେଶ୍ଵର ୨-୫ (ଓଡ଼ିଆ ପୁଅ) : ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ବ୍ୟକ୍ତି ହେଉଛନ୍ତି ଭୁବନେଶ୍ଵରର। ତେବେ ଏ ପର୍ଯ୍ୟନ୍ତ ଭୁବନେଶ୍ଵରରୁ ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଓଡ଼ିଶାରେ ମୋଟ ସୁସ୍ଥ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.