Home Coronavirus Outbreak ଭଲ ଖବର: ଦେଶରେ ଆଜି କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୦,୯୪୧ ନୂଆ...

ଭଲ ଖବର: ଦେଶରେ ଆଜି କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୦,୯୪୧ ନୂଆ ଆକ୍ରାନ୍ତ ଚିହ୍ନଟ, ୩୫୦ ମୃତ

37

ନୂଆ ଦିଲ୍ଲୀ ୩୧-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୦,୯୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୭୦,୬୪୦ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୧୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୧୯,୫୯,୬୮୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୬,୨୭୫ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୫୩% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୬୮,୮୮୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୫,୬୮୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୫୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୩୮,୫୬୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୧୩%

ଆରୋଗ୍ୟ ହୋଇଛନ୍ତି ୯୭.୫୩%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୬୪, ୦୫, ୨୮, ୬୪୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୯, ୬୨, ୨୮୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୨, ୧୫, ୪୧, ୦୯୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୩, ୯୪, ୫୭୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୩୧ ୧୨୯
ଆନ୍ଧ୍ରପ୍ରଦେଶ ୧୪୮୬୨ ୧୯୮୪୩୦୧ ୧୧୮୨ ୧୩୮୩୮ ୧୩
ଅରୁଣାଚଳ ପ୍ରଦେଶ ୯୦୦ ୫୧୮୦୦ ୧୫୬ ୨୬୦
ଆସାମ ୬୯୬୦ ୫୭୬୨୪୧ ୬୧୨ ୫୬୫୫ ୧୫
ବିହାର ୧୦୬ ୭୧୫୯୪୧ ୧୩ ୯୬୫୩
ଚଣ୍ଡିଗଡ଼ ୪୦ ୬୪୨୪୬ ୮୧୩
ଛତିଶଗଡ ୪୩୯ ୯୯୦୪୨୬ ୬୩ ୧୩୫୫୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୫୩
ଦିଲ୍ଲୀ ୩୭୫ ୧୪୧୨୨୮୦ ୩୬ ୨୫୦୮୧
୧୦ ଗୋଆ ୮୮୩ ୧୬୯୭୬୯ ୧୧୮ ୩୧୯୮
୧୧ ଗୁଜୁରାଟ ୧୫୦ ୮୧୫୧୭୯ ୧୩ ୧୦୦୮୧
୧୨ ହରିୟାଣା ୬୩୯ ୭୬୦୧୫୨ ୧୬ ୯୬୭୫
୧୩ ହିମାଚଳ ପ୍ରଦେଶ ୧୬୪୩ ୨୦୮୧୦୩ ୨୦୦ ୩୫୯୫
୧୪ ଜାମ୍ମୁ କାଶ୍ମୀର ୧୨୬୪ ୩୧୯୫୮୨ ୧୧୭ ୪୪୦୭
୧୫ ଝାଡଖଣ୍ଡ ୧୩୮ ୩୪୨୫୮୫ ୧୯ ୫୧୩୨
୧୬ କର୍ଣ୍ଣାଟକ ୧୮୪୧୮ ୨୮୯୨୫୧୭ ୧୩୨୪ ୩୭୨୯୩ ୧୫
୧୭ କେରଳ ୨୧୦୦୪୦ ୩୭୯୬୩୧୭ ୨୨୫୬୩ ୨୦୬୭୩ ୧୩୨
୧୮ ଲଦାଖ ୭୧ ୨୦୨୭୭ ୨୦୭
୧୯ ଲକ୍ଷଦୀପ ୩୨ ୧୦୨୬୨ ୫୧
୨୦ ମଧ୍ୟପ୍ରଦେଶ ୭୫ ୭୮୧୫୭୪ ୧୫ ୧୦୫୧୬
୨୧ ମହାରାଷ୍ଟ୍ର ୫୫୩୫୯ ୬୨୬୮୧୧୨ ୪୬୯୬ ୧୩୭୨୦୯ ୫୨
୨୨ ମଣିପୁର ୩୩୪୦ ୧୦୮୪୩୦ ୨୬୯ ୧୭୮୧
୨୩ ମେଘାଳୟ ୨୫୦୯ ୭୧୯୧୯ ୨୬୦ ୧୩୦୭
୨୪ ମିଜୋରାମ ୯୧୦୭ ୪୯୭୯୮ ୫୫୯ ୨୧୪
୨୫ ନାଗାଲାଣ୍ଡ ୭୬୭ ୨୮୬୧୯ ୭୦ ୬୧୭
୨୬ ଓଡ଼ିଶା ୬୭୩୮ ୯୯୨୪୭୩ ୮୪୩ ୭୯୦୧ ୬୭
୨୭ ପୁଡୁଚେରୀ ୬୬୭ ୧୨୦୯୭୮ ୮୮ ୧୮୧୨
୨୮ ପଞ୍ଜାବ ୩୫୯ ୫୮୩୮୪୪ ୫୪ ୧୬୩୭୩
୨୯ ରାଜସ୍ଥାନ ୧୦୯ ୯୪୫୦୩୦ ୨୧ ୮୯୫୪
୩୦ ସିକ୍କିମ୍ ୧୧୮୬ ୨୮୨୮୫ ୬୭ ୩୭୦
୩୧ ତାମିଲନାଡୁ ୧୭୦୮୫ ୨୫୬୧୩୭୬ ୧୭୩୯ ୩୪୮୯୯ ୨୧
୩୨ ତେଲେଙ୍ଗାନା ୫୮୯୧ ୬୪୭୯୫୩ ୩୫୯ ୩୮୭୨
୩୩ ତ୍ରିପୁରା ୯୩୦ ୮୧୧୩୨ ୧୦୯ ୮୦୦
୩୪ ଉତ୍ତରାଖଣ୍ଡ ୩୫୬ ୩୩୫୨୧୧ ୧୬ ୭୩୮୧
୩୫ ଉତ୍ତରପ୍ରଦେଶ ୨୬୯ ୧୬୮୬୧୮୨ ୧୭ ୨୨୮୨୦
୩୬ ପଶ୍ଚିମବଙ୍ଗ ୮୯୨୨ ୧୫୨୦୭୦୨ ୬୪୭ ୧୮୪୩୪ ୧୧
ମୋଟ ୩୭୦୬୪୦ ୩୧୯୫୯୬୮୦ ୩୬୨୭୫ ୪୩୮୫୬୦ ୩୫୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.